ଜମିବାଡି ବିବାଦ:ଦାଦା- ଖୁଡୀଙ୍କୁ ହତ୍ୟା କରି କୂଅକୁ ଫିଙ୍ଗି ଦେଲା ପୁତୁରା
ବଲାଙ୍ଗୀର- ଜମିଜମା ବିବାଦ ନେଇ ଦାଦା- ଖୁଡୀଙ୍କ ଜୀବନ ନେଇଗଲା ପୁତୁରା । କ୍ରେଧାନ୍ୱିତ ପୁତୁରା ଧାରୁଆ ଅସ୍ତ୍ରରେ ଉଭୟଙ୍କୁ ଅତି ନିର୍ମମ ହତ୍ୟା କରିି କୂଅରେ ଫିଙ୍ଗି ଦେଲା । ଏହି ଘଟଣା ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା କୁଟ୍ରାବେଡା ଗ୍ରାମରେ ହୋଇଛି । ପୁଲିସ ଘଟଣା!-->…