ଭାଲୁ ଆକ୍ରମଣରେ ୫ ଗୁରୁତର
ନୀଳଗିରି,୫ ।୦୬(ନି.ପ୍ର.): ବାଲେଶ୍ୱର ଜିଲ୍ଲା ନୀଳଗିରି ଉପଖଣ୍ଡ ବାଉଁଶବଣିଆ ପଂଚାୟତର ଟଣକା ଓ ବାଲିଗୁହିରୀ ଗ୍ରାମରେ ୨ଟି ବଣୁଆ ଭାଲୁ ଆକ୍ରମଣରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ଆଜି ସକାଳେ ଗାଁ ଦାଣ୍ଡରେ ଲୋକେ ଯା’ଆସ କରୁଥିବା ବେଳେ ଅତର୍କିତ ଭାବେ ଦୁଇଟି ଭାଲୁ ଗାଁରେ ପଶିଯାଇଥିଲେ ।!-->…