ଜୁନ ମାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ଆଗାମୀ ୨୫ ଦିନ ଆମ ପାଇଁ ବିଶେଷ ଗୁରୁତ୍ୱପୂର୍ଣ୍ଣ ବୋଲି ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ଯୁଦ୍ଧରେ ବିଜୟୀ ହାସଲ କରିବା ପାଇଁ ୫ ଟି ମନ୍ତ୍ର ଶୁଣାଇଛନ୍ତି । ୧-ଘରେ ରୁହନ୍ତୁ, ଜରୁରୀ କାମନଥିଲେ ବାହାରେ ବୁଲନ୍ତୁ ନାହିଁ

ରାଜ୍ୟରେ କୋରନା ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରେ କୋରନା ଆକ୍ରାନ୍ତରେ ଜଣେ ୬୩ ବର୍ଷୀୟ ବ୍ୟକ୍ତିଙ୍କର ମୃତୁ୍ୟ ହୋଇଛି । ରାଜ୍ୟରେ କୋରନ ମୃତୁ୍ୟ ସଂଖ୍ୟା୮ ଛୁଇଁଛି । ପୁର୍ବରୁ ସେ ଡ଼ାଇବେଟିସ୍ ସମେତ ବିଭିନ୍ନ ରୋଗରେ ପିଡ଼ୀତ ଥିଲେ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା

କୋହଳ ହେଲା ସଟଡାଉନ ନିୟମ

ଭୁବନେଶ୍ୱର- କରୋନା ସଂକ୍ରମଣ ଆଶଙ୍କାରେ ରାଜ୍ୟର ୧୧ ଟି ଜିଲ୍ଲାରେ ପ୍ରତ୍ୟକ ଶନିବାର ଓ ରବିବାର ସଟଡାଉନ ଘୋଷଣା କରିଥିଲେ ରାଜ୍ୟ ସରକାର । ତେବେ ଆଜି କଟକଣାକୁ କୋହଳ କରାଯାଇଛି । ସଟଡାଉନ ସମୟରେ କେଉଁ ସଂସ୍ଥା ଖୋଲା ଯିବ ଓ ବନ୍ଦ ରହିବ ଏବଂ କେଉଁ ବ୍ୟକ୍ତି ମାନେ ରାସ୍ତାରେ ଯାତାୟତ

ସ୍ନାନ ମଣ୍ଡପକୁ ଆସିଲେନି ଗଜପତି ଓ ଶଙ୍କରାଚାର୍ଯ୍ୟ

ପୁରୀ- ଶ୍ରୀମନ୍ଦିର ପ୍ରଚଳିତ ପରମ୍ପରାରେ ଦେଖା ଦେଇଛି ବ୍ୟତିକ୍ରମ । ଶ୍ରୀମନ୍ଦିର ସ୍ନାନମଣ୍ଡପକୁ ଛେରାପହଁରା ପାଇଁ ଆସିଲେନି ଗଜପତି ମହାରାଜା । ତାଙ୍କ ପ୍ରତିନିଧି ଭାବେ ମୁଦିରସ୍ତ ଛେରାପହଁରା କରିଛନ୍ତି । ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ମଧ୍ୟ ସ୍ନାନବେଦୀକୁ ଆସି ନାହାନ୍ତି

ହାତୀ ମୃତ୍ୟୁ ଘଟଣାରେ ଅଭିଯୁକ୍ତ ଗିରଫ

କେରଳ- ବିସ୍ଫୋରଣ କରି ହାତୀକୁ ମାରିଦେଇଥିବା ଅଭିଯୁକ୍ତଙ୍କୁ ପୁଲିସ ଏବଂ ବନ ବିଭାଗ ତଦନ୍ତକାରୀ ଟିମ ଗିରଫ କରିବାରେ ସଫଳ ହୋଇଛି । ଏହି ଘଟଣାରେ ସଂପୃକ୍ତ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ଜେରା କରାଯାଉଛି । ଗିରଫ ବ୍ୟକ୍ତି ବିଭିନ୍ନ ଫସଲ ଓ ମସଲା ଚାଷ କରୁଥିବା ବେଳେ ପୋଲିସ ଅଟକ

ଆଜି ଚନ୍ଦ୍ର ଗ୍ରହଣ: ରାତି ୧୧.୧୫ରୁ ଆରମ୍ଭ

ନୂଆଦିଲ୍ଲୀ- ଶୁକ୍ରବାର ରାତି ୧୧.୧୫ରୁ ଚନ୍ଦ୍ରଗ୍ରହଣ ଆରମ୍ଭ ହୋଇ ଭୋର ୨.୩୪ ମିନିଟରେ ସର୍ବ ମୋକ୍ଷ ହେବ । ଭାରତୀୟ ସମୟ ଅନୁଯାୟୀ ଆଂଶିକ ଚନ୍ଦ୍ରଗ୍ରହଣ ରାତି ୧୧.୧୫ରେ ଆରମ୍ଭ ହେବ ଏବଂ ଜୁନ ୬ ତାରିଖ ୧୨ ଟା ୫୪ ମିନିଟରେ ପୃଥିବୀର ଦୁର୍ବଳ ଛାୟା ସଂପୂର୍ଣ୍ଣ ରୂପେ ଚନ୍ଦ୍ରକୁ ଆଛାଦନ କରିବା

ସ୍ନାନବେଦୀରେ ଚତୁର୍ଦ୍ଧା ମୂର୍ତି

ପୁରୀ- ନାହିଁ ଭକ୍ତଙ୍କ ଗହଳି । ବଡଦାଣ୍ଡ ଖାଁ ଖାଁ । ଶୁଭିଲାନି ହରିବୋଲ ହୁଳହୁଳି । ଏପରି ବ୍ୟତିକ୍ରମ ପରିବେଶ ମଧ୍ୟରେ ଶେଷ ହେଲା ଚତୁର୍ଦ୍ଧା ମୂର୍ତିଙ୍କ ପବିତ୍ର ସ୍ନାନ ଯାତ୍ରା । ନିର୍ଦ୍ଧାରିତ କାର୍ଯ୍ୟ ନିର୍ଘଂଟ ଅନୁଯାୟୀ ସେବାୟତ ମାନେ ତିନି ଠାକୁରଙ୍କୁ ରତ୍ନ ସିଂହାସନରୁ ଆଣି

ନୂଆ ୧୩୦ ପଜିଟିଭ ଚିହ୍ନଟ

ଭୁବନେଶ୍ୱର- ପୁଣି ଚିହ୍ନଟ ହେଲେ ଆଉ ୧୩୦ ନୂଆ ଆକ୍ରାନ୍ତ । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୬୦୮ରେ ପଂହଚଲା । ରାଜ୍ୟ ସୂଚନା ଓ ଲୋକସଂର୍ପକ ବିଭାଗ ଏହି ସୂଚନା ଦେଇଛି । ଚିହ୍ନଟ ନୂତନ ସଂକ୍ରମିତଙ୍କ ମଧ୍ୟରୁ କଟକର ୨୩, ଖୋର୍ଦ୍ଧା ଓ ମୟୂରଭଞ୍ଜ ଜିଲ୍ଲାରୁ ୨୨ ଲେଖାଏଁ, କୋରାପୁଟ

ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୨୬୭୭୦

ନୂଆଦିଲ୍ଲୀ- ଦେଶରେ ଗତ ୨୪ ଘଂଟା ମଧ୍ୟରେ ୯,୮୫୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ସଂଖ୍ୟା ୨୨୬୭୭୦ରେ ପଂହଚିଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ଆଜି ପର୍ଯ୍ୟନ୍ତ ୧୦୯୪୬୧ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସକ୍ରିୟ