ଗୁଜରାଟରେ ବିସ୍ଫୋରଣ
ଭାରୁଚ୍ : ଗୁଜରାଟର ଭାରୁଚ୍ ଜିଲ୍ଲା ଅଧୀନସ୍ଥ ଦାହେଜରେ ଏକ କୀଟନାଶକ କାରଖାନାରେ ଆଜି ବିସ୍ଫୋରଣ ହୋଇ ୮ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୪୦ ଜଣ ଆହତ ହୋଇଛନ୍ତି। ଆଜି ଦିନ ୧୨ଟାରେ ଯଶସ୍ବୀ କେମିକାଲ ପ୍ରାଇଭେଟ୍ ଲିମିଟେଡ୍ ନାମକ ଏକ କୀଟନାଶକ କାରଖାନାରେ ଭୟଙ୍କର ବିସ୍ଫୋରଣ ହୋଇଥିଲା।!-->…