ପରୀକ୍ଷାକୁ ବିରୋଧକରି ରମାଦେବୀରେ ଛାତ୍ରୀ ଅଶାନ୍ତ
ଭୁବନେଶ୍ୱର- କରୋନା ଲକଡାଉନ ସମୟରେ ପରୀକ୍ଷାକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଫାଟକରେ ତାଲାପକାଇଛନ୍ତି ରାମଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ । ୟୁଜି ଏବଂ ପିଜି ପରୀକ୍ଷା ନୋଟିସ ବାହାରିବା ପରେ ଛାତ୍ରୀମାନେ ଏହାକୁ ବିରୋଧ କରିଛନ୍ତି । ପରୀକ୍ଷା ଘୁଂଚାଇବା ସହ ଅନଲାଇନରେ!-->…