ପଡେ଼ାଶୀ ଘର ୪ବର୍ଷିୟ ଶିଶୁକୁ ହତ୍ୟା
ଭୁବନେଶ୍ୱର: ପିଶାଚ ସାଜିଲା ମହିଳା । ପଡେ଼ାଶୀ ଘରର ଚାରି ବର୍ଷିୟ ଶିଶୁ ପୁତ୍ରକୁ ଅମାନୁଷିକ ହତ୍ୟା । ସ୍ଥାନୀୟ ଖଣ୍ଡଗିରି ସ୍ଥିତ ରାଜୀବ ନଗର ଅଂଚଳରେ ଏହି ମର୍ମ ସ୍ପର୍ଶି ଘଟଣା ହୋଇଥିବାବେଳେ ସମସ୍ତେ ଅବାକ୍ । ପ୍ରାପ୍ତ ସୂଚନା ଅନୁଯାୟୀ ନିଜ ୪ ବର୍ଷିୟା କୁନି ଝିଅ ସହ ଖେଳିବା ପାଇଁ!-->…