ଲକଡାଉନ ଚାକିରି ହରାଇଲେ ୧୨.୨୦ କୋଟି
ନୂଆଦିଲ୍ଲୀ,୩ ।୦୬(ଏଜେନ୍ସି): ଦେଶରେ କରୋନା ମୁକାବିଲା ପାଇଁ ଜାରି ହୋଇଥିବା ୪ଟି ପର୍ଯ୍ୟାୟ ଲକ୍ଡାଉନ୍ରେ ୧୨.୨୦ କୋଟି ଲୋକ ଚାକିରି ହରାଇଥିବା କୁହାଯାଇଛି ।
ସେଂଟର ଫର୍ ମନିଟରିଂ ଇଣ୍ଡିଆନ ଇକୋନୋମି (ସିଏମଆଇଇ)ର ଏକ ରିପୋର୍ଟ ଅନୁଯାୟୀ, ମେ’ ୩୧ରେ ଶେଷ ହୋଇଥିବା ସପ୍ତାହରେ ଭାରତର!-->…