ପୁଲିସ ଡିଜିଙ୍କ ନୂଆ ଗାଇଡଲାଇନ

ଭୁବନେଶ୍ୱର- ସର୍ବସାଧାରଣ ଜାଗାରେ ଛେପ ପକାଇବା , ବିନା ମାକ୍ସରେ ବାହାରେ ବୁଲିବା, ବିନା କାମରେ ଏଣେତେଣେ ବୁଲୁଥିବା ଲୋକମାନଙ୍କ ପାଇଁ ନୂଆ ଗାଇଡଲାଇନ ଜାରି କରିଛନ୍ତି ପୁଲିସ ଡିଜି । ଯେଉଁମାନେ ଉକ୍ତ ନିୟମକୁ ଅବମାନନା କରିବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ

‘ପାପା-ମମା’ ହେବେ ହାର୍ଦ୍ଧିକ ଓ ନତାଶା

ଲଗ୍ଡାଉନ୍ ମଧ୍ୟରେ ଭାରତୀୟ କ୍ରିକେଟ ଟିମ୍ର ଅଲରାଉଣ୍ଡର ହାର୍ଦ୍ଧିକ ପାଣ୍ଡ୍ୟା ପୁଣିଥରେ ସମସ୍ତଙ୍କୁ ସପ୍ରାଇଜ୍ ଦେଇଛନ୍ତି । ପାଣ୍ଡ୍ୟା ନିଜ ମଙ୍ଗେତର ଓ ବଲିଉଡର actress ନତାସାଙ୍କ ସହ ସୋସିଆଲ ମିଡିଆରେ କହିଛନ୍ତି ବହୁତ ଜଲଦି ତାଙ୍କ ଘରକୁ ନହ୍ନା ମେହେମାନ ଆସିବାକୁ ଯାଉଛି । ସେ

କେରଳ ଛୁଇଁଲା ମୌସୁମୀ ବାୟୁ

ନୂଆଦିଲ୍ଲୀ- ଆଗୁଆ କେରଳ ଛୁଇଁଲା ମୌସୁମୀ । ଏହି ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ପ୍ରତି ବର୍ଷ ଜୁନ ପହିଲାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁ ଥାଏ ।ସେହିପରି ସାରା ଦେଶରେ ଜୁନ ୧୫ ସୁଦ୍ଧା ମୌସୁମୀ ବର୍ଷା ହୋଇଥିବା ବେଳେ ଚଳିତ ବର୍ଷ ଆଗୁଆ ପହଂଚିଛି । ଭାରତ ଏକ

ବଢିଲା ଏଲପିଜି ଦର

ନୂଆଦିଲ୍ଲୀ- ବଢିଲା ଏଲପିଜି ଦର । ଲଗାତର ୩ ମାସ ଧରି ଏଲପିଜି ଦର କିମିବା ପରେ ଆଜିଠୁ ମେଟ୍ରୋ ସିଟିମାନଙ୍କରେ ୩୭ ଟଙ୍କା ବୃଦ୍ଧି ପାଇଛି । ଇଣ୍ଡିଆନ ଅଏଲ କର୍ପୋରେସନ ପକ୍ଷରୁ କୁହାଯାଇଛି ଯେ ଆନ୍ତର୍ଜାତୀୟ ବଜାରରେ ଏଲପିଜି ଦର ବଢିବା ଯୋଗୁଁ ଭାରତରେ ରୋଷଇ ଗ୍ୟାସର ଦର ବୃଦ୍ଧି

ଆଜିଠାରୁ ଗଡିଲା ୨୦୦ ଟ୍ରେନ

ଭୁବନେଶ୍ୱର- ସୋମବାର ଠାରୁ ଦେଶର ବିଭିନ୍ନ ଭାଗରେ ୨୦୦ ଯାତ୍ରୀ ବାହୀ ଟ୍ରେନ ଚଳାଚଳ ଆରମ୍ଭ କରିଛି । ଓଡିଶାରୁ ୧୨ ଯୋଡା ଟ୍ରେନ ଯାତ୍ରା କରିଥିବା ବେଳେ ପ୍ରଥମେ ଜନଶତାଦ୍ଧୀ ଏକ୍ସପ୍ରେସ୍ ଭୁବନେଶ୍ୱରରୁ କୋଲକାତା ଅଭିମୁଖେ ଯାଇଛି । ଗାଇଡଲାଇନ୍ସ ଅନୁଯାୟୀ ଯାତ୍ରୀ ମୁଖା ପିନ୍ଧିବା ସହ

ଆଜିଠାରୁ ଯୁକ୍ତ ୨ ଖାତା ମୂଲ୍ୟାୟନ

ଭୁବନେଶ୍ୱର- ଆଜିଠାରୁ ଅନଲାଇନରେ ଯୁକ୍ତ ୨ ଖାତା ଦେଖା । ଏଥିପାଇଁ ୩୬ ଟି କେନ୍ଦ୍ର ଖୋଲା ଯାଇଛିି । ଦୁଇଟି ପର୍ଯ୍ୟାୟରେ ଖାତା ଦେଖା ହେବ । ପ୍ରଥମ ସିଫ୍ଟ ସକାଳ ୭ଟା ୩୦ରୁ ମଧ୍ୟାହ୍ନ ୧୨ ଟା ୩୦ ଓ ଦ୍ୱତୀୟ ସିଫ୍ଟ ଅପରାହ୍ନ ୧.୩୦ ରୁ ସନ୍ଧ୍ୟା ୬ .୩୦ ପର୍ଯ୍ୟନ୍ତ ମୂଲ୍ୟାୟନ କରାଯିବ ।

ପ୍ରତାପ ଷଢ଼ଙ୍ଗୀଙ୍କ ନିଖୋଜ ଗୁଜବ

ବାଲେଶ୍ୱର- ସୋସିଆଲ ମିଡିଆରେ ଭାଇରାଲ ହେଉଛି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢ଼ଙ୍ଗୀଙ୍କ ନିଖୋଜ ପୋଷ୍ଟର । ତାଙ୍କ ବିରୋଧରେ ମିଥ୍ୟା ଅପପ୍ରଚାରକୁ ବିରୋଧ କରି ଜିଲ୍ଲା ବିଜେପି ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ବାଲେଶ୍ୱର ଷ୍ଟେସନ ଛକ ଓ ସହରର ବିଭିନ୍ନ ସ୍ଥାନରେ ନିଖୋଜ ପୋଷ୍ଟର ମାରି

ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୧୯୦୫୩୫

ନୂଆଦିଲ୍ଲୀ- ଦେଶରେ ଗତ ୨୪ଘଂଟା ମଧ୍ୟରେ ସର୍ବାଧିକ ୮,୩୯୨ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯୦୫୩୫ ପାର ହୋଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ଏଯାବତ୍ ୮୬୯୮୩ ସୁସ୍ଥ ହୋଇଥିବା ବେଳେ ୫୩୯୪

ଗୋଟିଏ ଦିନରେ ସର୍ବାଧିକ ୧୫୬ ପଜିଟିଭ ଚିହ୍ନଟ

ଭୁବନେଶ୍ୱର- ଆଜି ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ ୧୫୬ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ସଂଖ୍ୟା ୨୧୦୪ ରେ ପଂହଚିଛି । ଚିହ୍ନଟ ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ କେନ୍ଦ୍ରାପଡାରୁ ସର୍ବାଧିକ ୫୦ , କଟକ ୨୦, ଗଞ୍ଜାମ ୧୭, ଜଗତସିଂହପୁର୧୪, ଯାଜପୁର ୧୧, କନ୍ଧମାଳ ୯,