ବୈଦେଶିକ ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି

ନୂଆଦିଲ୍ଲୀ- ବିଦେଶରେ ଫସି ରହିଥିବା ଓଡିଆଙ୍କୁ ଫେରାଇ ଆଣିବା ପାଇଁ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀନ ସିଂହ ପୁରୀଙ୍କୁ ଚିଠି ଲେଖି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁରୋଧ କରିଛନ୍ତି । ସେହିପରି ଉପସାଗରୀୟ ଦେଶ , ଇଂଲଣ୍ଡ ଓ

ବୁଧବାର ସ୍ଥଳ ଭାଗ ଛୁଇଁବ ବାତ୍ୟା ‘ନିସର୍ଗ’

ନୂଆଦିଲ୍ଲୀ- ମାଡି ଆସୁଛି ସାମୁଦ୍ରିକ ବାତ୍ୟା ନିସର୍ଗ ।ବୁଧବାର ଅପରାହ୍ନରେ ମହରାଷ୍ଟ୍ର ଉପକୂଳ ମୁହାଁଇଥିବା ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ସମ୍ଭାବ୍ୟ ବାତ୍ୟା ଆଲିବାଗର ଦକ୍ଷିଣ- ଦକ୍ଷିଣପଶ୍ଚିମକୁ ୧୫୫ କିଲୋମିଟର ଦୂର ଏବଂ ମୁମ୍ବାଇର ଦକ୍ଷିଣ- ପଶ୍ଚିମର ୨୦୦ କିଲୋମିଟର ଦୂରରେ

ଶିକ୍ଷାନୁଷ୍ଠାନ ବନ୍ଦ ରହିଲେ ହୋଇ ପାରିବ ପରୀକ୍ଷା

ଭୁବନେଶ୍ୱର- ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ସରକାରଙ୍କ ନୂଆ ନିଷ୍ପତି ଅନୁଯାୟୀ କଂଟେନମେଂଟ ଜୋନ ବାହାରେ ଥିବା ସ୍କୁଲ, କଲେଜ ଓ କୋଚିଂ ସେଂଟର ଗୁଡିକ ବନ୍ଦ ରହିଲେ ମଧ୍ୟ ପରୀକ୍ଷା ହେବ । ଲକଡାଉନ ବୃଦ୍ଧି ସ୍ୱତେ କୃଷି, ପଶୁପାଳନ, ମତ୍ସ୍ୟପାଳନ ଓ ଚାଷ

ପ୍ରବାସୀ ଟ୍ରେନ୍ ବନ୍ଦ ସମ୍ଭାବନା

ଭୁବନେଶ୍ୱର- ରାଜ୍ୟ ବାହାରୁ ଫେରୁଥିବା ପ୍ରବାସୀ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ ଚଳାଚଳ ବନ୍ଦ କରିବା ପାଇଁ ଗ୍ରୀନ ସିଗନାଲ ଦେଇଛି ଭାରତୀୟ ରେଳ ମନ୍ତ୍ରାଳୟ । ଯେ ପର୍ପ୍ୟନ୍ତ ପ୍ରବାସୀଙ୍କ ଯାତାୟତ ପାଇଁ ସ୍ୱତନ୍ତ୍ର ଟ୍ରେନର ଚାହିଦା ରହିବ, ସେ ପର୍ଯ୍ୟନ୍ତ ଟ୍ରେନ ଚଳାଚଳ କରିବ । ମେ ୩୦

ତମାଖୁ ବ୍ୟବହାର ସମ୍ପୂର୍ଣ ନିଷିଦ୍ଧ ହେଉ

୧୯୮୭ ମସିହା ଠାରୁ ପ୍ରତ୍ୟେକ ବର୍ଷ ମଇ ମାସର ୩୧ ତାରିଖ ଦିନକୁ ବିଶ୍ୱ ତମାଖୁ ବର୍ଜନ ଦିବସ ରୁପେ ପାଳନ କରା ଯାଉଅଛି । ତମାଖୁ ବ୍ୟବହାର ଜନିତ ସ୍ୱାସ୍ଥ ସମସ୍ୟା ପ୍ରତି ଦୃଷ୍ଟି ଆକର୍ଷଣ କରାଇ ଏହାର ବ୍ୟବହାରକୁ ବିଶ୍ୱ ସ୍ତରରେ ସୀମିତ ଅଥବା ସମ୍ପୂର୍ଣ ନିଷିଦ୍ଧ ଉଦେଶ୍ୟରେ ସଚେତନତା ସୃଷ୍ଟି

ତ୍ୟାଗର ମହିମା

ଦିକ ମନ୍ତ୍ରରେ ଅଛି- ‘ସର୍ବେ ଭବନ୍ତୁ ସୁଖିନଃ… ’ ଅର୍ଥାତ୍ ସମସ୍ତେ ସୁଖରେ ରୁହନ୍ତୁ । ମନ୍ତ୍ରଦ୍ରଷ୍ଟା ଋଷିମାନେ ତପସ୍ୟା କରୁଥିଲେ । ସେ ତପସ୍ୟା କେବଳ ନିଜପାଇଁ ନଥିଲା; ଥିଲା ସଂସାର ପାଇଁ । ସେମାନେ ପରମାତ୍ମାଙ୍କ ନିକଟରେ ସମସ୍ତଙ୍କ କଲ୍ୟାଣ କାମନା କରୁଥିଲେ । ତା’ରି ଭିତରେ

ଆବଶ୍ୟକ ୫୩୮୦ କ୍ୱଇଂଟାଲ ଧାନ ବିହନ : ଆସିଛି ୨୬୨୪.୬ କୁଇଂଟାଲ

ଯାଜପୁର,୨ ।୦୬(ନି.ପ୍ର.): ଚଳିତ ବର୍ଷ ଯାଜପୁର ଜିଲ୍ଲାରେ ପାଗ ଅନୁକୁଳ ଥିବାରୁ ଖରିଫ ଧାନ ଚାଷ ଭଲ ହେବାର ସମ୍ଭାବନା ଅଛି ବୋଲି ଜିଲ୍ଲା କୃଷି ବିଭାଗ ସୂତ୍ରରୁ ପ୍ରକାଶ । କରୋନା ଭୂତାଣୁରେ ଚାଷୀମାନେ ଡରିନଯାଇ ବରଂ ଖରିଫ୍ ଧାନ ଚାଷକୁ କିଭଳି ଭଲ ଭାବେ ଉତ୍ପାଦନ କରିବେ ଆଜିଠୁ ଧାନ ବିଲରେ

ଦାରିଙ୍ଗବାଡି ନିର୍ମାଣ ଶ୍ରମିକ ଫାଉଣ୍ଡେସନ ଡିପାର୍ଟମେଂଟ କାହା ସ୍ୱାର୍ଥରେ ?

ଫୁଲବାଣୀ,୨ ।୦୬(ନି.ପ୍ର.): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହାନୁଭୂତି ନେଇ କନ୍ଧମାଳ ଜିଲ୍ଲା ଶ୍ରମ ବିଭାଗ ଅଧିକାରୀଙ୍କ ପାଖରେ ପଂଚାୟତ ସ୍ତରରୁ ବ୍ଲକ, ପୌର ପରିଷଦ, ମୁ୍ୟନିସିପାଲିଟି ଅଂଚଳର ଶ୍ରମିକମାନେ ବିଭିନ୍ନ ପ୍ରଶାସନିକ କାର୍ଯ୍ୟରେ ଶ୍ରମଦାନ କରି ଦୈନିକ ମଜୁରୀ ପ୍ରାପ୍ତ

କୃଷି ଋଣ ପରିଶୋଧ ସମୟ ସୀମା ୩୧ ଅଗଷ୍ଟ ପର୍ଯ୍ୟନ୍ତ ବଢ଼ିଲା

ନୂଆଦିଲ୍ଲୀ,୨ ।୦୬(ଏଜେନ୍ସି): ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ କୃଷି ଓ ଆନୁସଙ୍ଗୀକ କାର୍ଯ୍ୟକଳାପ ନିମନ୍ତେ ବ୍ୟାଙ୍କରୁ ନିଆଯାଇଥିବା ତିନି ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱଳ୍ପକାଳୀନ ଋଣ ପରିଶୋଧ ସମୟସୀମାକୁ ବଢ଼ାଇବା ଲାଗି ପ୍ରସ୍ତାବକୁ ମଞ୍ଜୁର

୧ କୋଟି ଟଙ୍କାର ବ୍ରାଉନସୁଗର ଜବତ

ଭୁବନେଶ୍ୱର,୨ ।୦୬(ନି.ପ୍ର.): ରାଜଧାନୀ ଭୁବନେଶ୍ୱରରୁ ୧ କୋଟି ଟଙ୍କାର ବ୍ରାଉନସୁଗର ଜବତ କରାଯାଇଛି । ଏହି ଘଟଣାରେ ୨ ଜଣ ଗିରଫ ହୋଇଥିବା ବେଳେ ଗୋଟିଏ ବାଇକ ଜବତ କରାଯାଇଛି । କ୍ରାଇମବ୍ରାଂଚର ଏସ୍ଟିଏଫ୍ ଏହି ଦୁଇ ଜଣଙ୍କୁ ଗିରଫ କରିଛି । ଖଣ୍ଡଗିରି ଥାନା ଅଂଚଳରୁ ଏମାନଙ୍କୁ ଗିରଫ