ଆସାମରେ ଭୂସ୍ଖଳନ :୨୦ ମୃତ
ଗୌହାଟୀ,୨ ।୦୬(ଏଜେନ୍ସି): ଦକ୍ଷିଣ ଆସାମର ତିନୋଟି ଜିଲ୍ଲାରେ ପ୍ରବଳ ବର୍ଷାରେ ଭୂସ୍ଖଳନରେ ୨୦ ଜଣଙ୍କର ମୃତ୍ୟୁ ଘଟିବା ସଙ୍ଗେ ସଙ୍ଗେ ବହୁ ଲୋକ ଆହତ ହୋଇଥିବା କୁହାଯାଇଛି । ମିଳିଥିବା ସୂଚନାନୁଯାୟୀ ଚାଚର ଜିଲ୍ଲାରେ ୭ଜଣ, ହାଇଲାକନ୍ଦି ଜିଲ୍ଲାରେ ୭ଜଣ ଏବଂ କରିମଗଞ୍ଜ ଜିଲ୍ଲାରେ ୬ଜଣଙ୍କର!-->…