ପୁଣି ସହାୟତାର ହାତ ବଢାଇଲେ ସୋନୁ ସୁଦ!
ମୁମ୍ବାଇ:- ବଲିଉଡ ଅଭିନେତା ସୋନୁ ସୁଦ ବର୍ତ୍ତମାନ ସମୟରେ ପ୍ରବାସୀଙ୍କ ପାଇଁ ଭଗବାନ ପାଲଟିଛନ୍ତି । ଲକ ଡାଉନ କାରଣରୁ ବିଭିନ୍ନ ସ୍ଥାନରେ ଫସି ରହିଥିବା ଶ୍ରମିକ ମାନଙ୍କୁ ନିଜ ନିଜ ସ୍ଥାନରେ ପହଞ୍ଚାଇବାରେ ଏକ ପ୍ରମୁଖ ଭୂମିକା ନିଭାଉଛନ୍ତି ସୋନୁ | ଏଥିପାଇଁ ଦିନକୁ ୧୮ ଘଣ୍ଟା ପର୍ଯ୍ୟନ୍ତ!-->…