ପଶ୍ଚିମ ଓଡ଼ିଶାକୁ ପ୍ରଥମେ ଆସିବେ ପଙ୍ଗପାଳ !
ଭୁବନେଶ୍ୱର,୩୧ ।୦୫(ନି.ପ୍ର.): ପଶ୍ଚିମ ଓଡ଼ିଶାକୁ ପ୍ରଥମେ ପଙ୍ଗପାଳ ଆସିବେ । ତେବେ ବର୍ଷା ଆରମ୍ଭ ହେଲେ ପଳେଇବେ । ଓୟୁଏଟି ଡିନ୍ ଲଳିତ ମୋହନ ଗଡ଼ନାୟକ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, “ଓଡ଼ିଶାକୁ ଜୁନ ମାସରେ ପଙ୍ଗପାଳ ଆସିପାରନ୍ତି ବୋଲି କେନ୍ଦ୍ର ସୂଚନା ଦେଇଛି । ତେବେ!-->…