ବଢିଲା ଏଲପିଜି ଦର
ନୂଆଦିଲ୍ଲୀ- ବଢିଲା ଏଲପିଜି ଦର । ଲଗାତର ୩ ମାସ ଧରି ଏଲପିଜି ଦର କିମିବା ପରେ ଆଜିଠୁ ମେଟ୍ରୋ ସିଟିମାନଙ୍କରେ ୩୭ ଟଙ୍କା ବୃଦ୍ଧି ପାଇଛି । ଇଣ୍ଡିଆନ ଅଏଲ କର୍ପୋରେସନ ପକ୍ଷରୁ କୁହାଯାଇଛି ଯେ ଆନ୍ତର୍ଜାତୀୟ ବଜାରରେ ଏଲପିଜି ଦର ବଢିବା ଯୋଗୁଁ ଭାରତରେ ରୋଷଇ ଗ୍ୟାସର ଦର ବୃଦ୍ଧି!-->…