ନାସା ମହାକାଶଚାରୀ କକ୍ଷପଥରେ: ଇତିହାସ ସୃଷ୍ଟି କଲା ‘ସ୍ପେସ୍ଏକ୍ସ’
ନୂଆଦିଲ୍ଲୀ,୩୧ ।୦୫(ଏଜେନ୍ସି): ଶନିବାର ଦିନ ଫ୍ଲୋରିଡାରୁ ଦୁଇଜଣ ଆମେରିକୀୟ ମହାକାଶଚାରୀ ଙ୍କୁ କକ୍ଷପଥରେ ପହଂଚାଇ ପ୍ରଥମ ଘରୋଇ ରକେଟ୍ କମ୍ପାନୀ ହିସାବରେ ‘ସ୍ପେସ୍ଏକ୍ସ୍’ ଇତିହାସ ସୃଷ୍ଟି କରିଛି । ନଅ ବର୍ଷରୁ ଉଦ୍ଧ୍ୱର୍ ବ୍ୟବଧାନ ପରେ ଆମେରିକୀୟ ମାଟିରୁ ନାସା ମହାକାଶଚାରୀଙ୍କର ଏହା!-->…