ଅଖରେ ଲାଗିଲା ଚକ

ପୁରୀ : ତିନି ରଥ ୨୧ ଅଖରେ ଲାଗିଲା ୪୨ଚକ। ମହାରଣା ସେବକଙ୍କ ଉପସ୍ଥିତିରେ ଭୋଇ ସେବକମାନେ ଅଖସହ ଚକ ସଂଯୋଗ କରିଛନ୍ତି। ମହାରଣାଙ୍କ ଦ୍ବାରା ଭୂଇଁଚଉତା କାମ ଆରମ୍ଭ ହୋଇଛି । ଖପୁରିଆ କରତକଳରୁ ଭୂଇଁକାଠ ଆସି ପହଞ୍ଚିଛି। ରଥ ଅମିନ ଏବଂ ଭୋଇଙ୍କ ମାଧ୍ୟମରେ ମହାରଣାଙ୍କୁ ଭୂଇଁଚଉତା କାଠ

୧୨୯ ପଜିଟିଭ୍ ଚିହ୍ନଟ,ଆକ୍ରାନ୍ତଙ୍କ ସଂଖ୍ୟା ୧୯୪୮

ଭୁବନେଶ୍ଵର : ରାଜ୍ୟରେ ଆଉ ୧୨୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।  ଆକ୍ରାନ୍ତଙ୍କ ସଂଖ୍ୟା ୧୯୪୮ରେ ପହଞ୍ଚିଛି ।  ସେମାନଙ୍କ ମଧ୍ୟରୁ ୧୦୫୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୭ ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ କରୋନା ଆକ୍ରାନ୍ତଙ୍କ ଅନ୍ୟରୋଗ ଯୋଗୁ ମୃତ୍ୟୁ

‘ମୋ ଜୀବନ,ମୋ ଯୋଗ’ ପ୍ରତିଯୋଗିତା ଘୋଷଣା କଲେ ମୋଦୀ

ନୂଆଦିଲ୍ଲୀ: ରବିବାର ‘ମନ୍‌ କି ବାତ’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି ମୋ ଜୀବନ,ମୋ ଯୋଗ ପ୍ରତିଯୋଗିତା । କରୋନା ଭାଇରସ୍‌ ସଂକ୍ରମଣ ସମୟରେ ଦେଶବାସୀଙ୍କୁ ଯୋଗର ମହାତ୍ମ୍ୟ ସମ୍ଭନ୍ଧରେ ବୁଝାଇ ମୋଦୀ କହିଛନ୍ତି, ଏଭଳି ସଂକଟ ସମୟରେ ବିଶ୍ୱର ଅନେକ ନେତା

ମହାନଦୀରେ ବୁଡ଼ି ଦୁଇଭାଇ ମୃତ

ବୌଦ୍ଧ: ମହାନଦୀରେ ଗାଧୋଇବା ବେଳେ ବୁଡ଼ିଯାଇ ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅରଖପଦର ଗାଁର ଦୁଇଭାଇଙ୍କ ମୃତ୍ୟୁ ହୋଇଛି। ମୃତଙ୍କ ମଧ୍ୟରୁ ଜଣଙ୍କ ନାମ ଆଶିଷ ପ୍ରଧାନ(୧୮) ଓ ଅନ୍ୟ ଜଣଙ୍କ ନାମ ତୋଫାନ୍‌ ପ୍ରଧାନ ବୋଲି ଜଣାପଡ଼ିଛି। ଗାଧୋଇବା ସମୟରେ ଅସାବଧାନତା ହେତୁ ଆଶିଷଙ୍କ ଗୋଡ଼ ଖସି

ଓଡ଼ିଶାକୁ ଆସି ପାରନ୍ତି ପଙ୍ଗପାଳ

ଭୁବନେଶ୍ୱର: ଓଡ଼ିଶାକୁ ଜୁନ୍‌ ମାସରେ ଆସିପାରନ୍ତି ପଙ୍ଗପାଳ । ଓଡ଼ିଶା ଚାଷୀଙ୍କୁ ସଚେତନ ଓ ସତର୍କ ରହିବାକୁ ହେବ ବୋଲି ଓୟୁଏଟିର ଡିନ ଲଳିତ ମୋହନ ଗଡନାୟକ ସୂଚନା ଦେଇଛନ୍ତି। ଚାଷୀମାନଙ୍କୁ ଟିଭି ଓ ଅନ୍ୟ ମାଧ୍ୟମରେ ସଚେତନ କରାଯିବ। ଜିଲ୍ଲା ଓ ବ୍ଲକ ସ୍ତରରୁ ପ୍ରତ୍ୟକ ଦିନ

ଟିପିସିଓଡ଼ିଏଲ୍ ବିଜୁଳି ଦର ଧାର୍ଯ୍ୟ କରିବ ଓଇଆର୍ସି

ଭୁବନେଶ୍ୱର: ଟିପି ସେଂଟ୍ରାଲ ଓଡ଼ିଶା ଡିଷ୍ଟ୍ରବୁ୍ୟସନ ଲିମିଟେଡ୍ (ସେସୁ ପୂର୍ବତନ ନାମ)ର ବିଜୁଳି ଟାରିଫ୍ ଓଡ଼ିଶା ବିଦୁ୍ୟତ୍ ନିୟାମକ ଆୟୋଗ (ଓଇଆର୍ସି) ହିଁଁ ଧାର୍ଯ୍ୟ କରିବ ।ବିନିମୟରେ ସେସୁର ୫୧% ଅଂଶଧନ କିଣିଛି । ଏହାପରେ ସେଂଟ୍ରାଲ ଇଲେକ୍ଟ୍ରିସିଟି ସପ୍ଲାଏ ୟୁଟିଲିଟି (ସେସୁ)ର ନୂଆ

କାଲିଠାରୁ ଅନଲାଇନରେ ହେବ ଯୁକ୍ତ୨ ଖାତା ଦେଖା

ଭୁବନେଶ୍ୱର- ଅସନ୍ତା କାଲିଠାରୁ ଅନଲାଇନରେ ହେବ ଯୁକ୍ତ ୨ ଖାତା ଦେଖା । ଏଥିପାଇଁ ୩୬ ଟି ମୂଲ୍ୟାୟନ କେନ୍ଦ୍ର ରହିବା ସହ ଦୁଇଟି ପର୍ଯ୍ୟାୟରେ ଖାତା ଦେଖା ହେବା ପାଇଁ ନିଷ୍ପତି ନିଆଯାଇଛି । ପ୍ରଥମ ସିଫ୍ଟସକାଳ ୭ ରୁ ମଧ୍ୟାହ୍ନ ସାଢେ ୧୨ ଓ ଦିନ ୧.୩୦ରୁ ସନ୍ଧ୍ୟା ୬,୩୦ ପର୍ଯ୍ୟନ୍ତ ଦ୍ୱିତୀୟ

ଜୁନ ୧୭ ତାରିଖରେ ସ୍କୁଲ୍ ଖୋଲିବ ନାହିଁ

ଭୁବନେଶ୍ବର: ଆଗାମୀ ଜୁନ ୧୭ ତାରିଖରେ ସ୍କୁଲ୍ ଖୋଲିବ ନାହିଁ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଆଜି ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ସ୍ଥିତି ଅନୁଧ୍ୟାନ ପରେ ଜୁଲାଇରେ ଏନେଇ ନିଷ୍ପତ୍ତି ନିଆଯିବ।

ଟିକ୍‌ଟକ୍ ଦେଖୁଥିବା ବେଳେ ଆକାଉଣ୍ଟ୍‌ରୁ ସାଢ଼େ ୧୨ ହଜାର ଗାଏବ

ଚନ୍ଦ୍ରଶେଖରପୁର : ଟିକ୍‌ଟକ୍ ଅନ୍‌ଲାଇନ୍‌ ଠକେଇର ଶିକାର ହୋଇଛନ୍ତି ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ କଲୋନି ଅଞ୍ଚଳର ବିରଞ୍ଚି ନାରାୟଣ ନାଥ। ସଂଧ୍ୟାରେ ସେ ଘର ନିକଟ ଏକ ପଡ଼ିଆରେ ଟିକ୍‌ଟକ୍ ଦେଖୁଥିବା ବେଳେ ତାଙ୍କ ନିକଟକୁ ଏକ ୱେବ୍ ମେସେଜ୍ ଆସିଥିଲା। ଯେଉଁଥିରେ ସେ ଓକେ ବଟନ୍‌ ଚିପି