ଉହାନରୁ ଶିକ୍ଷା : ଲମ୍ବା ଯୁଦ୍ଧର ଅୟମ୍ଭାରମ୍ଭ ଡାକ୍ତର ନୀଳମାଧବ ପୃଷ୍ଟି
ଅଦ୍ଭୁତତ୍ପୂର୍ବ ଜନତା କର୍ଫ୍ୟୁର ଆହ୍ୱାନ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମଗ୍ର ଭାରତ ବର୍ଷ ସହ ଓଡ଼ିଶା ବିପୁଳ ଜନସମର୍ଥନ ଜଣାଇ ଏହାକୁ ସଫଳ କରାଇଛି । ଓଡ଼ିଶାରେ ନବୀନ ସରକାରଙ୍କ ଲକ୍ଡାଉନ ଘୋଷଣା ଜନତା କର୍ଫ୍ୟୁକୁ ଆହୁରି ଅଧିକ ସଫଳ କରିଦେଇଥିଲା ଦେଖିବାକୁ ମିଳିଛି । ଗତ!-->…