ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂର୍ତି
ନୂଆଦିଲ୍ଲୀ- ଆଜି ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂର୍ତି । ଏହି ଅବସରରେ ଦେଶବାସୀଙ୍କୁ ପତ୍ର ଜରିଆରେ ଆହ୍ୱାନ କରି କହିଛନ୍ତି ଯେ ଆପଣଙ୍କ ମାନଙ୍କ ଭଲ ପାଇବା ଯୋଗୁଁ ଲଗାତର ଦ୍ୱିତୀୟ ଥାର ପାଇଁ ଶାସନ ଗାଦି ସମ୍ଭାଳି ଥିବାରୁ ଦେଶବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଅଡିଓ!-->…