ଜୁନ ୪ରୁ ବାବ୍ରୀ ମାମଲା ଅଭିଯୁକ୍ତଙ୍କ ବକ୍ତବ୍ୟ ରେକର୍ଡ
ନୂଆଦିଲ୍ଲୀ : ଜୁନ ୪ ତାରିଖରୁ ସିବିଆଇ କୋର୍ଟ ସିଆରପିସିର ଧାରା ୩୧୩ ଅନୁଯାୟୀ ବାବ୍ରୀ ମସଜିଦ ଧ୍ବଂସ ଘଟଣାରେ ଅଭିଯୁକ୍ତମାନଙ୍କ ବକ୍ତବ୍ୟ ରେକର୍ଡ କରିବ ବୋଲି ଜଣାପଡିଛି। ଅଭିଯୁକ୍ତଙ୍କ ମଧ୍ୟରେ ରହିଛନ୍ତି ବିଜେପିର ବରିଷ୍ଠ ନେତା ଏଲ କେ ଆଡ୍ୱାଣୀ, ମୁରଲୀ ମନୋହର ଯୋଶୀ, ଉମାଭାରତୀ।!-->…