ଆତଙ୍କୀ ଷଡ଼ଯନ୍ତ୍ର ବିଫଳ କଲା ସୁରକ୍ଷା ବାହିନୀ
ଜମ୍ମୁ କାଶ୍ମୀର : ଜମ୍ମୁ କାଶ୍ମୀର ରାଜପୋରା ଅଂଚଳରେ ଆତଙ୍କୀ ହମଲାକୁ ପଣ୍ଡ କଲା ଭାରତୀୟ ସୀମା ସୁରକ୍ଷା ବାହିନୀ । ସର୍ଚ୍ଚ ଅପରେସନ ବେଳେ ଏକ ସେଂଟ୍ରୋ କାର୍ରୁ ବିପୁଳ ପରିମାଣର ଆଇଡ଼ି ବୋମା ଉଦ୍ଧାର କରିଛି ପୁଲୱାମା ପୋଲିସ୍ ଓ ସିଆରପିଏଫ୍ । ସୂଚନା ମୁତାବକ ହିଜବୁଲ ମୁଜାହିଦ୍ଧିନ!-->…