ଆଜି ରାଜଧାନୀରେ ଖୋଲିବ ହୋଟେଲ

ଭୁବନେଶ୍ବର:ବୁଧବାରଠାରୁ ରାଜଧାନୀର ସମସ୍ତ ତାରକା ଓ ଅଣତାରକା ହୋଟେଲ ଖୋଲିବାକୁ ବିଏମ୍‌ସି ଅନୁମତି ଦେଇଛି। ଏଥିପାଇଁ ସର୍ତ୍ତ ରଖିଛି ଯେ, ଯେଉଁ ହୋଟେଲ ସଙ୍ଗରୋଧ ଲୋକଙ୍କୁ ରଖୁନାହାନ୍ତି ସେମାନେ ସର୍ବାଧିକ ୭୨ଘଣ୍ଟା ପାଇଁ ଓଡ଼ିଶାକୁ ଆସୁଥିବା ଲୋକଙ୍କୁ ରଖିପାରିବେ। ଏହାବାଦ୍‌ ବିମାନର

୪୦ କିଲୋ ଗଞ୍ଜେଇ ସହ ୨ ଛାତ୍ର ଗିରଫ

ଖଣ୍ଡଗିରି: ମଙ୍ଗଳବାର ଏସ୍‌ଟିଏଫ୍‌ ଓ ଖଣ୍ଡଗିରି ଥାନା ମିଳିତ ଚଢ଼ଉ କରି ପଞ୍ଚସଖାନଗରସ୍ଥିତ ଏକ ଘରୁ ୪୦ କିଲୋ ଗଞ୍ଜେଇ ଜବତ କରିବା ସହ ନିଶା କାରବାରରେ ସମ୍ପୃକ୍ତ ଅଭିଯୋଗରେ ୨ ଜଣ ଛାତ୍ରଙ୍କୁ ଗିରଫ କରିଛନ୍ତି। ସେମାନେ ହେଲେ ବାଲେଶ୍ବରର ରାଜୀବ ପାତ୍ର ଓ ଉଜ୍ଜଲ୍‌ ପ୍ରଧାନ। ରାଜୀବ ଏକ

ବାୟୁସେନାର ୧୮ ସ୍କ୍ବାଡ୍ରନ୍‌ରେ ‌ସାମିଲ ହେବ ‘ଏଲ୍‌ସିଏ’

ଚେନ୍ନାଇ: ସ୍ବଦେଶରେ ନିର୍ମିତ ହାଲୁକା ଲଢୁଆ ବିମାନ ତେଜସ୍ ସାମିଲ ହେବ ପରମ ବୀର ଚକ୍ର ପ୍ରାପ୍ତ ଭାରତୀୟ ବାୟୁସେନାର ୧୮ ନମ୍ବର ସ୍କ୍ବାଡ୍ରନ୍‌ ‘ଫ୍ଲାଇଙ୍ଗ୍‌ ବୁଲେଟ୍‌ସ୍’ରେ । ତାମିଲନାଡୁର କୋଏମ୍ବାଟୁର୍‌ସ୍ଥିତ ସୁଲୁରୁ ଏୟାର୍‌ବେସ୍‌ରେ ଏହାର ଫାଇନାଲ୍ ଅପରେସନ୍ କ୍ଲିଅରାନ୍ସ୍ ଅନୁଷ୍ଠିତ

ପଙ୍ଗପାଳ ଆକ୍ରମଣ ନେଇ କୃଷିମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ଓଡିଶାରେ ସମ୍ଭାବ୍ୟ ପଙ୍ଗପାଳ ଆକ୍ରମଣ ନେଇ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ଅଧ୍ୟକ୍ଷତାରେ କୃଷି ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ବୈଠକରେ କୃଷି ବିଭାଗର ପ୍ରମୁଖ ସଚିବ, ସ୍ୱତନ୍ତ୍ର ସଚିବ, ନିର୍ଦ୍ଦେଶକଙ୍କୁ ନେଇ ଆଲୋଚନା ହୋଇଛି । ପାକିସ୍ତାନ ପଟୁ କୋଟି କୋଟି

୧୧ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

ଖୋର୍ଦ୍ଧା: ଅନଲାଇନରେ ମଦ ଘରେ ପହଂଚିବାକୁ ସରକାର ଅନୁମତି ଦେଇଥିବାବେଳେ ଏବେ ବ୍ରାଉନସୁଗାର ଡେଲିଭରି କରାଯାଉଥିବାବେଳେ ଧରିଛି ପୁଲିସ । ଖୋର୍ଦ୍ଧା ଅଂଚଳରେ ବ୍ରାଉନସୁଗାର ହୋମ ଡେଲିଭରି ବାବଦରେ ଅବକାରୀ ବିଭାଗ ପାଖରେ ଖବର ପହଞ୍ଚିବା ପରେ ଅବକାରୀ ବିଭାଗ ଚଢ଼ାଉ କରିଛି | ସେକ ଫରିଦ

ବନ୍ଦ ହେବ ୩ ଡିଗ୍ରୀ କଲେଜ

ଭୁବନେଶ୍ୱର- ରାଜ୍ୟରେ ବନ୍ଦ ହେବ ୩ ଡିଗ୍ରୀ କଲେଜ । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଭୁବନେଶ୍ୱର, ସମ୍ବଲପୁର ଓ ବାଲେଶ୍ୱର ଆଞ୍ଚଳିକ ଶିକ୍ଷାନିର୍ଦେଶକ ମାନଙ୍କୁ ଚିଠି ଲେଖି ଅବଗତ କରାଯାଇଛି । ସେହିଭଳି ୧୦ ଟି ଡିଗ୍ରୀ କଲେଜର ଅନୁମୋଦନ ପ୍ରତ୍ୟାହାର କରାଯିବ । ଭୁବନେଶ୍ୱର, ସମ୍ବଲପୁର

କ୍ୱାରେଂନଟାଇନ ସେଂଟରରେ ଫାଟିଲା ଗ୍ୟାସ ସିଲିଣ୍ଡର

ଭଦ୍ରକ- ସଙ୍ଗରୋଧ ଗୃହରେ ଫାଟିଲା ଗ୍ୟାସ ସିଲିଣ୍ଡର । ଭଗିବିନ୍ଧା କ୍ୱାଂରେନଟାଇନ ସେଂଟରେ ରୋଷେଇ ବେଳେ ହଠାତ ଗ୍ୟାସ ସିଲିଣ୍ଡର ଫାଟିଯାଇଥିଲା । ଏଥିରେ ସମସ୍ତ ରୋଷେଇ ସାମଗ୍ରୀ ଜଳି ଯାଇଥିବା ବେଳେ ରୋଷେୟା ସମାନ୍ୟ ଆହାତ ହୋଇଛନ୍ତି । ସୌଭାଗ୍ୟ ବଶତଃ ୩୨ ଅନ୍ତେବାସୀ ବଡ ଅଘଟଣରୁ

ଲଦାଖ ପରିସ୍ଥିତି ନେଇ ୩ ସେନା ମୁଖ୍ୟଙ୍କ ସହ ମୋଦୀଙ୍କ ଆଲୋଚନା

ନୂଆଦିଲ୍ଲୀ- ଲଦାଖ ସୀମାନ୍ତବର୍ତୀ ଇଲାକାରେ ଭାରତ ଓ ଚୀନ ମଧ୍ୟରେ ଉତେଜନା ଦିନକୁ ଦିନ ବଢିବାରେ ଲାଗିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩ ସୋନା ମୁଖ୍ୟଙ୍କ ସହ ଜରୁରୀ ବୈଠକ ଡକାଇ ଆଲୋଚନା କରିଛନ୍ତି । ଏହାଛଡା ବୈଦେଶିକ ସଚିବ ହର୍ଷ ବର୍ଦ୍ଧନ ସିଗଲାଙ୍କୁ ଭୋଟି ମୋଦୀ ଆଲୋଚନା

ଚଳଚ୍ଚିତ୍ର ଅଭିନେତା ବିଜୟ ମହାନ୍ତି ଅସୁସ୍ଥ

ଭୁବନେଶ୍ୱର- ଗୁରୁତର ଅସୁସ୍ଥ ହୋଇପଡିଛନ୍ତି ବିଶିଷ୍ଟ ଓଡିଆ ଅଭିନେତା ବିଜୟ ମହାନ୍ତି । ଡାଇବେଟିସରେ ପୀଡିତ ଶ୍ରୀ ମହାନ୍ତିଙ୍କର ସ୍ୱାସ୍ଥ୍ୟ ଅବସ୍ଥା ହଠାତ୍ ଖରାପ ହେବା କାରଣରୁ ତାଙ୍କୁ ହାଇଦ୍ରାବାଦର ଏକ ଘରୋଇ ଡାକ୍ତରାଖାନାରେ ଭର୍ତି କରାଯାଇଛି ।

ନୂଆ ୭୬ କରେନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ପୁଣି ନୂଆ ୭୬ କରେନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୯୩ ପାର କରିଛି । ଚିହ୍ନଟ ହୋଇଥିବା ନୂତନ ସଂକ୍ରମିତଙ୍କ ମଧ୍ୟରୁ ବଲାଙ୍ଗୀରରୁ ୧୬,ଖୋର୍ଦ୍ଧା ଓ ନୂଆପଡା ୧୩, ବାଲେଶ୍ୱର୨, କଟକ ୧୧, ନୟାଗଡ୨, ଜଗତସିଂହପୁର ୬ଜଣ,