ଜୁନ ପହିଲାରୁ ଯୁକ୍ତ ଦୁଇ ଖେତା ଦେଖି ଆରମ୍ଭ
ଭୁବନେଶ୍ୱର- ଜୁନ ପ୍ରଥମ ସପ୍ତାହରୁ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଧନ୍ଦାମୂଳକ ବିଭାଗର ଖାତା ଦେଖା ଆରମ୍ଭ । ତେବେ ରାଜ୍ୟରେ ମୂଲ୍ୟାୟନ କେନ୍ଦ୍ରଗୁଡିକରେ କରେନା ସଙ୍ଗରୋଧ କରାଯାଉଥିବାରୁ ମେ ୩୦ ତାରିଖ ସୁଦ୍ଧା ଖାଲିକରିବା ସହ ସମସ୍ତ କେନ୍ଦ୍ରଗୁଡିକୁ ସାନିଟାଇଜ କରିବାକୁ +୨!-->…