ପ୍ରବାସୀ ଓଡିଆ ଶ୍ରମିକଙ୍କ ଗାଡ଼ି ଗୁମ୍ମାଘାଟିରେ ଦୁର୍ଘଟଣାଗ୍ରସ୍ତ
ରାୟଗଡ: କେରଳରୁ କଳାହାଣ୍ଡି ଫେରୁଥିବା ପ୍ରବାସୀମାନଙ୍କୁ ନେଇ ଯାଉଥିବା ଏକ ଗାଡି ରାୟଗଡ ଜିଲ୍ଳା ଗୁମ୍ମା ଘାଟିଠାରେ ଦୁର୍ଘଟଣା ଗ୍ରସ୍ତ ହେବାରୁ ଏଥିରେ ବସିଥିବା ୧୨ଜଣ ପ୍ରବାସୀ ଓଡିଆ ଶ୍ରମିକମାନେ ଆହାତ ହୋଇଥିବା ବେଳେ ଗାଡି ଡ୍ରାଇଭରଙ୍କ ସମେତ ଅନ୍ୟ ଜଣେ ମଧ୍ୟ ଗୁରୁତର ହୋଇଛନ୍ତି ।!-->…