ଟ୍ରାଫିକରେ ଧରପଗଡ ଆରମ୍ଭ
ଭୁବନେଶ୍ୱର- ଲକଡାଉନ କଟକଣା କୋହଳ ପରେ ଆରମ୍ଭ ହୋଇଛି ଜାନବାହନ ଯାଂଚ ।ତେଣୁ ସହରର ସବୁ ଟ୍ରାଫିକ ଛକରେ ଚାଲିଛି ଗାଡିମଟର ଧରପଗଡ । ଯେଉଁମାନେ ମାକ୍ସ ଓ ହେଲେମେଟ୍ ପିନ୍ଧି ନାହାନ୍ତି ସେମାନଙ୍କୁ ଜୋରିମାନା କରାଯାଉଛି ।ସେହିପରି ୪ ଚକିଆ ଯାନ ଚାଳକ ସିଟ ବେଲ୍ଟ ପିନ୍ଧିବା ଓ ଭୁଲ!-->…