୮୨ ବିମାନ ଉଡ଼ାଣ ବାତିଲ
ନୂଆଦିଲ୍ଲୀ: ଦିଲ୍ଲୀରୁ ୮୨ ବିମାନର ଉଡ଼ାଣ ବାତିଲ କରାଯାଇଥିବା ସୂଚନା ମିଳିଛି। ଦିଲ୍ଲୀରୁ ପୋର୍ଟ ବ୍ଲେୟାର, ହାଇଦ୍ରାବାଦ, ମୁମ୍ବଇ, ଇନ୍ଦୋର ଉଡ଼ାଣ କରିବାକୁ ଥିବା ବିମାନ ବାତିଲ କରାଯାଇଛି। ସେହିପରି ମୁମ୍ବଇରେ ବି ଏଭଳି ଅବସ୍ଥା ସୃଷ୍ଟି ହୋଇଛି। ମୁମ୍ବାଇରୁ ଗୌହାଟୀ ବିମାନ ବାତିଲ!-->…