ପ୍ରଥମ ପର୍ୟ୍ୟାୟରେ ଗୋଷ୍ଠୀ ସଂକ୍ରମଣ
ନୂଆଦିଲ୍ଲୀ : ଦେଶରେ ଗୋଷ୍ଠୀ ସଂକ୍ରମଣ ନେଇ କେନ୍ଦ୍ର କିମ୍ବା କୌଣସି ରାଜ୍ୟ ସରକାର ଏପର୍ୟ୍ୟନ୍ତ ସହମତ ହୋଇନାହାଁନ୍ତି ।ପ୍ରାଇମସ୍ ହସ୍ପିଟାଲର ଭେଷଜ ବିଭାଗର ମୁଖ୍ୟ ଡାକ୍ତର ଅନୁରାଗ ସାକ୍ସେନା କହିଛନ୍ତି ଯେ ଦେଶରେ କରୋନା ମାମଲାର ଯେପରି ବୃଦ୍ଧି ଘଟୁଛି, ଏହାକୁ ଗୋଷ୍ଠୀ ସଂକ୍ରମଣର!-->…