ପାଟ୍ରୋଲିଙ୍ଗ୍ ପାର୍ଟିକୁ ଚୀନ୍ ସେନା ଅଟକ ଖବରକୁ ଖଣ୍ଡନ

ନୂଆଦିଲ୍ଲୀ:  ଲଦାଖ‌ରରେ ଗଣ୍ଡଗୋଳ ପରେ ଚୀନ୍‌ର ପିପୁଲ୍‌ସ୍ ଲିବରେସନ୍ ଆର୍ମି ଭାରତୀୟ ସେନାବାହିନୀ ଏବଂ ଇଣ୍ଡୋ-ତିବ୍ବେତାନ୍ ବର୍ଡର୍ ପୁଲିସ୍ କର୍ମଚାରୀଙ୍କ ଏକ ପାଟ୍ରୋଲିଙ୍ଗ୍ ପାର୍ଟିକୁ ଅଟକ ରଖିଛି ବୋଲି ଖବର ପ୍ରସାରଣ ହୋଇଥିଲା। ଅଳ୍ପ ସମୟ ପାଇଁ ଅଟକ ରହିଥିବା ପାଟ୍ରୋଲିଙ୍ଗ୍

ଭାରତରେ ୧,୩୧,୮୬୮ ଆକ୍ରାନ୍ତ, ୩୮୬୭ ମୃତ

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ  ୧,୩୧,୮୬୮ରେ ପହଞ୍ଚିଛି । ୫୪,୪୪୧ ଜଣ ସୁସ୍ଥ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୩୮୬୭କୁ ବୃଦ୍ଧି ପାଇଛି । ବର୍ତ୍ତମାନ ୭୩,୫୬୦ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ମହାରାଷ୍ଟ୍ରରେ ସର୍ବାଧିକ  ୧୫୭୭

ଖୋଲିଲା ପାର୍କ

ଭୁବନେଶ୍ଵର : ରାଜଧାନୀର କିଛି ପାର୍କ ପରୀକ୍ଷାମୂଳକ ଭାବେ ଆଜି ବିଏମସି ପକ୍ଷରୁ ଫରେଷ୍ଟ ପାର୍କ,ଆଇଜି ପାର୍କ ଏବଂ ବୁଦ୍ଧ ପାର୍କ ସର୍ବସାଧାରଣଙ୍କ ଉଦେଶ୍ୟରେ ଖୋଲା ଯାଇଛି । ପାର୍କ ଖୋଲିବା ନେଇ ଗାଇଡଲାଇନ ଜାରି କରାଯାଇଛି। ପାର୍କ ଖୋଲିବା ସମୟ ପରିବର୍ତ୍ତନ ହୋଇଛି। ସକାଳ ୭ରୁ ଦିନ ୧୦

ଆସନ୍ତା କାଲିଠାରୁ ଘରୋଇ ବିମାନ ଚଳାଚଳ

ନୂଆଦିଲ୍ଲୀ :  ଆସନ୍ତାକାଲିଠାରୁ ଦେଶବ୍ୟାପୀ  ଆରମ୍ଭ ହେବ  ଘରୋଇ ବିମାନ ଚଳାଚଳ ।  ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷର ଅଧ୍ୟକ୍ଷ ଅରବିନ୍ଦ ସିଂହ କହିଛନ୍ତି ବିମାନ ଚଳାଚଳ ପାଇଁ ଦେଶବ୍ୟାପି ବିମାନ ବନ୍ଦର ସଂପୂର୍ଣ୍ଣ ପ୍ରସ୍ତୁତ । ଯାତ୍ରୀମାନେ ଯେପରି ସାମାଜିକ ଦୂରତ୍ୱ ବଜାୟ

ଜୁମ୍ ଆପ୍ ଉପରେ ପ୍ରତିବନ୍ଧକ: ଜବାବ ତଲବ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ :  ସରକାରୀ ତଥା ବ୍ୟକ୍ତିଗତ ଉଦ୍ଦେଶ୍ୟରେ ଭିଡିଓ ଯୋଗାଯୋଗ ଆପ୍ ଜୁମ୍ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାକୁ ସୁପ୍ରିମକୋର୍ଟ ଶୁକ୍ରବାର ଦିନ କେନ୍ଦ୍ରରୁ ପ୍ରତିକ୍ରିୟା ଲୋଡିଛନ୍ତି। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଏସ୍‌.ଏ ବୋବଡେଙ୍କ ନେତୃତ୍ଵରେ ଏକ ବେଞ୍ଚ ଜୁମ ଆପକୁ ନେଇ

ଅନ୍‌ଲାଇନ୍‌ରେ ମଦ

ଭୁବନେଶ୍ବର: ରବିବାର ଠାରୁ ଅନ୍‌ଲାଇନ୍‌ରେ ମିଳିବ ମଦ। ଦୋକାନରେ ମଦ ବିକ୍ରି ପାଇଁ ଅନୁମତି ମିଳିବ ନାହିଁ । ତେବେ ଅନ୍‌ଲାଇନ୍‌ରେ ଗ୍ରାହକଙ୍କୁ ପୂର୍ବାପେକ୍ଷା ଦେଢ଼ ଗୁଣାରୁ ଅଧିକ ମୂଲ୍ୟ ଦେବାକୁ ହେବ। ସବୁ ପ୍ରକାର ବିଦେଶୀ ମଦ ଓ ବିୟର୍ ଉପରେ ଓଡ଼ିଶା ସରକାର ’ସ୍ପେଶାଲ କୋଭିଡ୍ ଫି’

ଗଡିବ ବସ୍ ଓ ଟ୍ୟାକ୍ସି

ଭୁବନେଶ୍ବର : ରାଜ୍ୟରେ ଆସନ୍ତାକାଲିଠାରୁ ଗଡିବ ବସ୍ ଓ ଟ୍ୟାକ୍ସି ।  ଏହି ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା । ବସରେ ଯେତିକ ସଂଖ୍ୟକ ସିଟ୍ ଥିବ ସେତିକି ଯାତ୍ରୀ ଯିବେ । କେହି ଠିଆ ହୋଇ ଯାଇପାରିବେ ନାହିଁ । ଯାତ୍ରୀମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ପ୍ରଥମ ପର୍ୟ୍ୟାୟରେ ଗୋଷ୍ଠୀ ସଂକ୍ରମଣ

ନୂଆଦିଲ୍ଲୀ : ଦେଶରେ ଗୋଷ୍ଠୀ ସଂକ୍ରମଣ ନେଇ କେନ୍ଦ୍ର କିମ୍ବା କୌଣସି ରାଜ୍ୟ ସରକାର ଏପର୍ୟ୍ୟନ୍ତ ସହମତ ହୋଇନାହାଁନ୍ତି ।ପ୍ରାଇମସ୍ ହସ୍ପିଟାଲର ଭେଷଜ ବିଭାଗର ମୁଖ୍ୟ ଡାକ୍ତର ଅନୁରାଗ ସାକ୍ସେନା କହିଛନ୍ତି ଯେ ଦେଶରେ କରୋନା ମାମଲାର ଯେପରି ବୃଦ୍ଧି ଘଟୁଛି, ଏହାକୁ ଗୋଷ୍ଠୀ ସଂକ୍ରମଣର

କେଉଁ ଜିଲ୍ଲାରେ କେତେ ଆକ୍ରାନ୍ତ

ଭୁବନେଶ୍ବର:  ତାଜା ତଥ୍ୟ ଅନୁସାରେ ଗଞ୍ଜାମ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୪୮ରେ ପହଞ୍ଚିଛି ।  ଯାଜପୁର ଜିଲ୍ଲାରେ ଦ୍ୱିତୀୟ ସର୍ବାଧିକ ୨୩୯, ବାଲେଶ୍ୱର ଜିଲ୍ଲାରେ ୧୨୮, ଭଦ୍ରକ ଜିଲ୍ଲାରେ ୯୮, ଖୋର୍ଦ୍ଧା ଜିଲ୍ଲାରେ ୭୭, ପୁରୀ ଜିଲ୍ଲାରେ ୮୧, କଟକ ଜିଲ୍ଲାରେ ୫୯,  କେନ୍ଦ୍ରାପଡ଼ା

ନୂଆପଡ଼ାକୁ ଛୁଇଁଲା କରୋନା

ଭୁବନେଶ୍ବର: ନୂଆପଡ଼ା ଜିଲ୍ଲାକୁ ଛୁଇଁଛି କରୋନା। ଖଡ଼ିଆଳ ବ୍ଲକ୍ ଅନ୍ତର୍ଗତ ସାନମହେଶ୍ଵର ଗ୍ରାମପଞ୍ଚାୟତର ଝୋଳପଦର ଗ୍ରାମରେ ଜଣେ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କଠାରେ ନୂଆପଡା ଜିଲ୍ଲାର ପ୍ରଥମ କୋଭିଡ-୧୯ ପଜିଟିଭ ରିପୋର୍ଟ ଆସିଛି। ଆଜି ପୁଣି ୬୭ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ