ସ୍ୱଚ୍ଛ ସହର ତାଲିକାରେ ରାଜ୍ୟର ନାହିଁ କୌଣସି ସହର
ଭୁବନେଶ୍ୱର: ଓଡ଼ିଶାର କୌଣସି ସହର ଦେଶର ଆବର୍ଜନାମୁକ୍ତ ସହର ତାଲିକାରେ ସ୍ଥାନ ପାଇନାହିଁ । କେନ୍ଦ୍ର ଗୃହ ଓ ସହରାଂଚଳ ମନ୍ତ୍ରାଳୟ ପକ୍ଷରୁ ୨୦୧୯/୨୦ ପାଇଁ ପ୍ରକାଶ ପାଇଥିବା ୧୪୧ଟି ଆବର୍ଜନାମୁକ୍ତ ସହର ଭିତରେ ସ୍ଥାନ ପାଇବାରେ ରାଜ୍ୟ ବିଫଳ ହୋଇଛି । ଦେଶର ୬ଟି ସହରକୁ ପଂଚତାରକା ରେଟିଂ!-->…