ଅନିଲଙ୍କ ଅଡୁଆ, ୨୧ ଦିନ ମଧ୍ୟରେ ଦେବାକୁ ପଡିବ ୫୪୪୬ କୋଟି
ମୁମ୍ବାଇ: ବ୍ରିଟେନର ଏକ କୋର୍ଟ ରିଲାଏନ୍ସ ଗ୍ରୁପ୍ର ଅଧ୍ୟକ୍ଷ ଅନିଲ ଅମ୍ବାନୀଙ୍କୁ ୨୧ ଦିନ ମଧ୍ୟରେ ୭୧.୭ ମିଲିୟନ ଡଲାର ବା ୫୪୪୬ କୋଟି ଟଙ୍କା ଦେବାକୁ କହିଛନ୍ତି। ଏହି ପାଣ୍ଠି ୨୧ ଦିନ ମଧ୍ୟରେ ତିନୋଟି ଚାଇନାର ବ୍ୟାଙ୍କକୁ ପ୍ରଦାନ କରାଯିବ।
ଚୀନର – ଇଣ୍ଡଷ୍ଟ୍ରିଆଲ୍ ଆଣ୍ଡ କମର୍ସିଆଲ୍!-->!-->!-->…