ନୂଆପଡ଼ାରେ ବେଫିକର ଚୋରା ମଦ ବେପାର
ନୂଆପଡ଼ା: ନୂଆପଡ଼ାରେ ବିକ୍ରି ହେଉଛି ଛତିଶଗଡ଼ ମଦ । ଛତିଶଗଡ଼ ସରକାର ରାଜ୍ୟରେ ମଦ ଦୋକାନ ଖୋଲିବାକୁ ସ୍ୱୀକୃତି ଦେଇଥିବାବେଳେ ଏହାର ସୁଯୋଗ ନେଇ ସୀମାନ୍ତବର୍ତି ଗାଁରେ ଚାଲିଛି ଚୋରା ମଦ କାରବାର । ସିନାପାଲି ପାଲଟିଛି ମଦ ବ୍ୟବସାୟର ପେଣ୍ଠସ୍ଥଳୀ । ପୁଲିସ୍ ଓ ଅବକାରୀ ବିଭାଗର ଏଥିପ୍ରତି!-->…