ଭୁଶୁଡିଲା ନିର୍ମାଣାଧୀନ ବ୍ରିଜ ସେଂଟରିଂ
ବାଲେଶ୍ୱର: ବାଲେଶ୍ବର ଜିଲ୍ଲା ଫୁଲାଡ଼ି ଛକରୁ ବାଲେଶ୍ବର ସହରକୁ ଆସିବାପାଇଁ ବୁଢାବଳଙ୍ଗ ନଦୀ ଉପରେ ନିର୍ମାଣ ସେତୁର ସେଂଟରିଂ ଆଜି ଅପରାହ୍ନ ୫ଟା୩୦ ସମୟରେ ଭୁଶୁଡିପଡିଥିବାବେଳେ କାରଣ ୨୬ କୋଟି ଟଙ୍କା ବ୍ୟୟ ଅଟକଳରେ ଉକ୍ତ ସେତୁ ନିର୍ମାଣ ୨୦୧୭ ମସିହା ଡିସେମ୍ବର ମାସରେ ସମ୍ପୂର୍ଣ୍ଣ!-->…