ମହାବାତ୍ୟା ଅମ୍ଫାନର ତାଣ୍ଡବ ଭାଙ୍ଗିଲା ବହୁ କଚ୍ଚାଘର

ବିଞ୍ଝାଝାରପୁର: ବିଞ୍ଝାରପୁର ବ୍ଲକର ବିଭିନ୍ନ ପଂଚାୟତରେ ସାମୁଦ୍ରରିକ ଝଡ଼ ଅମ୍ଫାନର ପ୍ରଭାବ ଦେଖିବାକୁ ମିଳିଛି । ବିଞ୍ଝାରପୁରରେ ସାମୁଦ୍ରିକ ଝଡ଼ ଅମ୍ଫାନର ପ୍ରଭାବ ମଙ୍ଗଳବାର ମଧ୍ୟରାତ୍ରିରୁ ଆରମ୍ଭ ହୋଇ ଧିରେ ଧିରେ ରାତିରେ ଏହାର ପ୍ରଭାବ ବଢିଥିଲା । ପରେ ଦିନ ତାମମ ଏବଂ ସଂଧ୍ୟା

ଅଙ୍ଗନୱାଡି, ଆଶା ଓ ପାଚିକାଙ୍କୁ ୧୫ହଜାର ଟଙ୍କା ସହାୟତା ଦାବି

ରାୟଗଡ: ସମଗ୍ର ବିଶ୍ୱ କରୋନା ସଂକ୍ରମଣକୁ ନେଇ ଚିନ୍ତାରେ ପଡିଥିବା ବେଳେ ଓଡିଶା ମଧ୍ୟ ଏଥିରୁ ବାଦ ପଡିନାହିଁ । ଫଳରେ ସମସ୍ତ ଶ୍ରମିକ, କୃଷକ, ଗରିବ ସାଧାରଣ ଜନତା ବହୁ କଷ୍ଟ ଓ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯାହାକୁ ନେଇ ଭାରତୀୟ ମଜଦୁର ସଂଘ (ବିଏମଏସ)ର କେନ୍ଦ୍ର ନିଷ୍ପତି ତଥା ରାଜ୍ୟ

ବିଞ୍ଝାରପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୩କୁ ବୃଦ୍ଧି

ବିଞ୍ଝାରପୁର: ବିଞ୍ଝାରପୁର ବ୍ଲକରେ ଆଉ ୧୦ ଜଣ କରୋନାରେ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ବିଞ୍ଝାରପୁର ବ୍ଲକରୁ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଆକ୍ରାନ୍ତ ସଂଖ୍ୟା ୧୩ ଥିଲାବେଳେ ଶନିବାର ଆଉ ୧୦ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ସଂଖ୍ୟା ୨୩ରେ ପହଂଚିଛି । ସୂଚନା ଅନୁଯାୟୀ

‘ଆମ୍ଫନ’ର ତାଣ୍ଡବ : ଶହ ଶହ ଏକର ଜଙ୍ଗଲ ନଷ୍ଟ

ଅସ୍ତରଙ୍ଗ: ଗତ ବୁଧବାର ଦିନ ହୋଇଥିବା ଆମ୍ପନର ତାଣ୍ଡବଲୀଳରେ ଅସ୍ତରଙ୍ଗର ଜାହାନିଆଁ ଉପକୂଳର ୨୫ କି.ମି. ବ୍ୟାପି ଝାଉଁ, କାଜୁ ଓ ଲୁଣା ଜଙ୍ଗଲର ବ୍ୟାପକ କ୍ଷତି ଘଟିଅଛି । ଖାଲି ସେତିକି ନୁହେଁ ଆମ୍ଫନ ଦ୍ୱାରା ମଧ୍ୟ ଏହି ଅଂଚଳରେ ଥିବା ଶହଶହ ପାନ ବରଜ, ନଡିଆ ଓ ତାଳଗଛ ଶହ ବିଦ୍ୟୁତ୍ ଖୁଂଟ

ଜନ ସେବା କେନ୍ଦ୍ରରେ ଟିକେଟ୍ ବୁକିଂ

ନୂଆଦିଲ୍ଲୀ : ଜୁନ ୧ରୁ ଦେଶରେ ୨୦୦ଟି ବିନା ଏସି ଟ୍ରେନ ଚଳାଚଳ ହେବ । ରେଳମନ୍ତ୍ରୀ ପୀୟୁଷ ଗୋୟଲ ଗୁରୁବାର ଦିନ ଘୋଷଣା କରିକହିଛନ୍ତି ଯେ ଭାରତକୁ ସ୍ୱାଭାବିକ ଅବସ୍ଥାକୁ ଆଣିବାର ସମୟ ଆସିଛି। ଆମେ ଖୁବ୍ ଶୀଘ୍ର ଅଧିକ ଟ୍ରେନ୍ ଚଳାଚଳ ଆରମ୍ଭ କରିବୁ । ଭାରତୀୟ ରେଳବାଇ ଅଫଲାଇନରେ

ପଶ୍ଚିମବଙ୍ଗକୁ ସହାୟତାର ହାତ ବଢ଼ାଇଲା ଓଡ଼ିଶା

ଭୁବନେଶ୍ବର: ଅମ୍ପନ ପ୍ରଭାବରେ ପଶ୍ଚିମବଙ୍ଗରେ ବିପୁଳ ଧନଜୀବନ ହାନି ଘଟିଛି । ୭୨ ଜଣ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି । କଲକତା ସହର ସହ ମେଦିନପୁର ଆଦି ଅଞ୍ଚଳ ସମ୍ପୂର୍ଣ୍ଣ ଧ୍ବସ୍ତବିଧ୍ବସ୍ତ ହୋଇଛି । ଏହି ସ୍ଥିତିରେ ପଡ଼ୋଶୀ ଭାବରେ ପଶ୍ଚିମବଙ୍ଗକୁ ସହାୟତାର ହାତ ବଢ଼ାଇଛି ଓଡ଼ିଶା ।

ଓଡ଼ିଶା ଗସ୍ତରେ ଆସିପାରନ୍ତି ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ବାତ୍ୟା ଅମ୍ପନ କ୍ଷୟକ୍ଷତି ସମୀକ୍ଷା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଆସିପାରନ୍ତି | ତେବେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ କୌଣସି ସ୍ପଷ୍ଟ ସୂଚନା ଆସିନାହିଁ | ମୋଦୀ ଆକାଶମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ସହ ରାଜ୍ୟ

ଭୁଶୁଡିଲା ନିର୍ମାଣାଧୀନ ବ୍ରିଜ ସେଂଟରିଂ

ବାଲେଶ୍ୱର: ବାଲେଶ୍ବର ଜିଲ୍ଲା ଫୁଲାଡ଼ି ଛକରୁ ବାଲେଶ୍ବର ସହରକୁ ଆସିବାପାଇଁ ବୁଢାବଳଙ୍ଗ ନଦୀ ଉପରେ ନିର୍ମାଣ ସେତୁର ସେଂଟରିଂ  ଆଜି ଅପରାହ୍ନ ୫ଟା୩୦ ସମୟରେ ଭୁଶୁଡିପଡିଥିବାବେଳେ କାରଣ ୨୬ କୋଟି ଟଙ୍କା ବ୍ୟୟ ଅଟକଳରେ ଉକ୍ତ ସେତୁ ନିର୍ମାଣ ୨୦୧୭ ମସିହା ଡିସେମ୍ବର ମାସରେ ସମ୍ପୂର୍ଣ୍ଣ

ନୀତି ଅନୁସାରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ସ୍ନାନଯାତ୍ରା

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରା ନୀତିବିଧି ଅନୁସାରେ ହେବ। କମ୍‌ ସଂଖ୍ୟାକ ସେବାୟତଙ୍କ ଦ୍ୱାରା ଏହା ସଂପନ୍ନ ହେବ ବୋଲି ନିଷ୍ପତ୍ତି ହୋଇଛି। ଆଜି ପୁରୀରେ ଶ୍ରୀମନ୍ଦିର ପରିଚାଳନା ସମିତି ସହ ୧୦ଟି ନିଯୋଗର ଆଲୋଚନା ଅନୁଷ୍ଠିତ ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି।

ଜୁଲାଇ ଶେଷ ସୁଦ୍ଧା ମାଟ୍ରିକ ରେଜଲ୍ଟ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର- ଜୁଲାଇ ଶେଷ ସୁଦ୍ଧା ବାହାରିବ ମାଟ୍ରିକ ରେଜଲ୍ଟ । ବୋର୍ଡ କର୍ମକର୍ତାଙ୍କ ସହ ଆଲେଚେନା ପରେ ଗୁରୁବାର ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ସୂଚନା ଦେଇଛନ୍ତି । ମେ ୨୧ ରେ ଖାତା ଦେଖା ନେଇ ସ୍ଥିର ହୋଇଥିଲା । କିନ୍ତୁ ବାତ୍ୟା ଅମ୍ଫନ ପାଇଁ ଖାତା ଦେଖାକୁ ସ୍ଥଗିତ ରଖା