ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଶୀ ତଳଷଷ୍ଠି ଯାତ୍ରାକୁ ନା

ଭୁବନେଶ୍ୱର- ଆସନ୍ତା ୨୭ ତାରିଖରେ ହବାକୁ ଥିବା ଶୀତଳଷ୍ଠ ଯାତ୍ରା ପାଇଁ ମିଳିଲାନି ଅନୁମତି । କରୋନା ଲକଡାଉନ ପାଇଁ ବିଏମସି କମିଶନର ଅନୁମତି ଦେଇ ନ ଥିବା ଜଣା ପଡିଛି । ଏହାକୁ ନେଇ ସେବାୟତ ମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ପାରମ୍ପରାକୁ ରକ୍ଷା କରାଯାଉ ବୋଲି ସେବାୟତ ମାନେ ଦାବି

ରୋଗ ପ୍ରତିରୋଧକ ଶକ୍ତି ବଢ଼ାନ୍ତୁ, ସଂକ୍ରମଣରୁ ବଞ୍ଚନ୍ତୁ

ଶରୀରକୁ ବିଭିନ୍ନ ପ୍ରକାରର ରୋଗରୁ ଦୂରେଇ ରଖିବା ପାଇଁ ହେଲେ ରୋଗ ପ୍ରତିରୋଧକ ଶକ୍ତି ଠିକ୍‌ ରହିବା ନିତାନ୍ତ ଆବଶ୍ୟକ । ଯଦି ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମିବାକୁ ଲାଗେ ତେବେ ତାହା ଶରୀରକୁ ରୋଗଗ୍ରସ୍ତ କରାଇଥାଏ । ରୋଗ ପ୍ରତିରୋଧକ ଶକ୍ତିକୁ ଠିକ୍‌ ରଖିବା ସହ ପ୍ରତିଦିନର ଖାଦ୍ୟରେ

ପ୍ରସ୍ତୁତ କରନ୍ତୁ ଆମ୍ବ-କଦଳୀ ସ୍ମୁଦି

ଆପଣ ନିଶ୍ଚିତ ଭାବରେ ଆମ୍ବ କିମ୍ବା କଦଳୀ ସେକ୍ ପିଇଥିବେ। କିନ୍ତୁ ବର୍ତ୍ତମାନ ଆସନ୍ତୁ ଜାଣିବେ ଆମ୍ବ-କଦଳୀ ସ୍ମୁଦି ପ୍ରସ୍ତୁତର ଉପାୟ…. ଆବଶ୍ୟକୀୟ ସାମଗ୍ରୀ : ୨ କପ୍ ଆମ୍ବ କଟା, ଏକ କପ୍ କଦଳୀ କଟା, ୨ କପ୍ କ୍ଷୀର, ଏକ ଚାମଚ ମହୁ, ଏକ ଚାମଚ ଡ୍ରାଏ ଫ୍ରୁଟ୍ସ, ୪ରୁ ୬ଟି ବରଫ

ସୁସ୍ଥ ହେଲ ୫୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର- ରାଜ୍ୟବାସୀଙ୍କ ପାଇଁ ଖୁସି ଖବର ।ସୁସ୍ଥ ହେଲେ ଆଉ ୫୦ କରୋନା ଆକ୍ରାନ୍ତ । ବର୍ତମାନ ସୁସ୍ଥଙ୍କ ସଂଖ୍ୟା ୩୯୩ରେ ପହଂଚିଛି । ଏନେଇ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟି କରି ସୂଚନା ଦେଇଛନ୍ତି । ସୁସ୍ଥ ହୋଇଥିବା ୫୦ ଜଣଙ୍କ ମଧ୍ୟରୁ ଗଞ୍ଜାମରୁ ୨୨,ବାଲେଶ୍ୱରରୁ

ରାଉରକେଲାରେ ୧୪୪ ଧାରା

ରାଉରକେଲା- ସୁନ୍ଦରଗଡ ଜିଲ୍ଲାର ରାଉଲକେଲା ଷ୍ଟେସନ, ନୂଆ ବସଷ୍ଟାଣ୍ଡ ଓ ମଧୁସୂଦନ ଛକ ଅଂଚଳରେ ଗୁରୁବାର ମଧ୍ୟାହ୍ନ ୧୨ ଟାରୁ ରାତି ୧୨ ଟା ପର୍ଯ୍ୟନ୍ତ ୧୪୪ ଧାରା ଜାରି କରିଛନ୍ତି ଜିଲ୍ଲା ପ୍ରଶାସନ । ମଧ୍ୟପ୍ରଦେଶରୁ ଆସୁଥିବା ୩୦୦ ପ୍ରବାସୀ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ ଅପରାହ୍ନ ୪ରୁ ୫ ଟା

ଅମ୍ଫାନରେ ଜନ୍ମନେଲେ ୬୦ ଶିଶୁ

ଭଦ୍ରକ- ବାତ୍ୟା ଅମ୍ଫାନର କରାଳ ଓ ତାଣ୍ଡବ ରୂପ ଚାରିଆଡେ ଆତଙ୍କ ଖେଳାଇ ଦେଇଥିବା ବେଳ ଏହି ସମୟରେ ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଡାକ୍ତରଖାନାରେ୬୦ ନବଜାତ ଶିଶୁ ଧରାପୃଷ୍ଠକୁ ଆସିଛନ୍ତି । ଦୁଇଦିନ ଧରି ଅମ୍ଫାନ ତାଣ୍ଡବ ଳୀଳା ଚଳାଇଥିବା ବେଳେ ପ୍ରଥମ ଦିନରେ ୪୩ ଓ ତା ପରଦିନ ୧୭

ସଙ୍ଗରୋଧ ଗୃହରେ ବିଶୃଙ୍ଖଳା; ମାମଲା ରୁଜୁ

ଘୁ.ଉଦୟଗିରି; ଘୁ.ଉଦୟଗିରି ସହରର ଶ୍ରୀରାମପଦା ଠାରେ ଥିବା ସଙ୍ଗରୋଧ ଗୃହରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ ବିଶୃଙ୍ଖଳା ଯୋଗୁଁ ତିନିଜଣଙ୍କ ବିରୁଦ୍ଧରେ ସ୍ଥାନୀୟ ଥାନାରେ ମାମଲା ରୁଜୁ ହୋଇଛି। ଠିକ ସମୟରେ ଖାଇବାକୁ ନଦେବା,ପେଟପୁରା ନ ଦେବା,ପାନୀୟ ଜଳ ନଦେବା ଆଦି ସମସ୍ୟା କୁ ନେଇ ଏକ ଭିଡିଓ

ସାବିତ୍ରୀ ପାଇଁ ଭଦ୍ରକରେ ଲକଡାଉନ କଟକଣାକୁ ଫୁ

ଭଦ୍ରକ- ରେଡ ଜୋନ ତାଲିକାଭୁକ୍ତ ଭଦ୍ରକ ଜିଲ୍ଲାରେ ଲକଡାଉନ କଟକଣାକୁ ଫୁ । ସାବିତ୍ରୀ ପାଇଁ ବଜାରରେ ଖଚାଖଚ ଭିଡ । ଲୋକମାନେ ସାମାଜିକ ଦ୍ୱରତ୍ୱ ମାନୁ ନାହାନ୍ତି । ଫଳ ମାର୍କେଟ ଠାରୁ ଆରମ୍ଭ କରି ଲୁଗା ଦେକାନ ପର୍ଯ୍ୟନ୍ତ ସବୁଠି ପ୍ରବଳ ଗହଳି । ମାସ୍କ ନ ପିନ୍ଧି ଲୋକମାନେ ବଜାରକୁ

ସ୍ନାନପୂର୍ଣ୍ଣିମା ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ପୁରୀ: ପବିତ୍ର ସ୍ନାନ ଯାତ୍ରା ନେଇ ଗୁରୁବାର ଦିନ ଅନୁÂିତ ହେବ ଗୁରୁତ୍ୱପୂର୍ଣ୍ଣ ବୈଠକ । ଶ୍ରୀମନ୍ଦିର ମୂଖ୍ୟ ପ୍ରଶାସକ କ୍ରିଷନ କୁମାରଏଥିରେ ଅଦ୍ୟକ୍ଷତା କରିବେ ।ଏଥିରେ ଯୋଗ ଦେବା ପାଇଁ ୧୦ ନିଯୋଗକୁ ଆମନ୍ତ୍ରଣ କରାଯାଇଛି । ପୂଜାପଣ୍ଡା ,ମହାଜନ ,ପୁଷ୍ପାଳକ ,ଗରାବଡ଼ୁ , ସୁଆରବଡ଼ୁ,

ଅମ୍ଫାନରେ ୪୫ ଲକ୍ଷ ଲୋକ ପ୍ରଭାବିତ

ଭୁବନେଶ୍ୱର- ଅମ୍ଫାନ ବାତ୍ୟା ଯୋଗୁ ରାଜ୍ୟର ୮୯ଟି ବ୍ଳକ,୧୫୦୦ ଗ୍ରାମପଂଚାୟତ ଏବଂ ୪୪ ଲକ୍ଷ ୮୦ ହଜାର ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି । ଏତଦ ବ୍ୟତିତ ୨ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା । ରାଜ୍ୟରେ ପ୍ରାୟ ୧ ଲକ୍ଷ ହେକ୍ଟର ଚାଷ ଜମି ନଷ୍ଟ ହୋଇଛି । ଏଥି ସହ ୨୧୦ଟି ମେଡିକାଲ ଟିମ