ଓଡ଼ିଆ ହୀରା ବ୍ୟବସାୟଙ୍କଠାରୁ ୩୦ ଲକ୍ଷ ଟଙ୍କାର ୧୨୫ ହୀରା ଜବତ
ନୂଆପଡ଼ା: ଓଡ଼ିଆ ହୀରା ବ୍ୟବସାୟଙ୍କଠାରୁ ୧୨୫ ଟି ହୀରା ଜବତ ଘଟଣା ନୂଆପଡ଼ା ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଉଭୟଙ୍କୁ ଛତିଶଗଡ଼ ପୁଲିସ୍ ଗିରଫ କରିଛି। ଏହାର ଆନୁମାନିକ ମୂଲ୍ୟ ୨୭ରୁ ୩୦ ଲକ୍ଷ ହେବ। ଦୁଇ ହୀରା ବ୍ୟବସାୟୀଙ୍କ ଘର ନୂଆପଡ଼ା ଜିଲ୍ଲାର ସିନାପାଲି ଥାନା ଅଞ୍ଚଳରେ ବୋଲି!-->…