ନେପାଳକୁ ଦୃଢ ଜବାବ ଦେଲା ଭାରତ

ନୂଆଦିଲ୍ଲୀ : ଭାରତୀୟ ଅଞ୍ଚଳକୁ ନିଜର ବୋଲି ଦର୍ଶାଇ ନେପାଳ ପକ୍ଷରୁ ସରକାରୀ ମାନଚିତ୍ର ଜାରି କରାଯିବାକୁ ଭାରତ ତୀବ୍ର ବିରୋଧ କରିଛି । ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ନେପାଳର ଏହି ଦାବି ଐତିହାସିକ ତଥ୍ୟ ଉପରେ ଆଧାରିତ ନୁହେଁ । ନେପାଳ ଏପରି ଅଯୌକ୍ତିକ ଉଦ୍ୟମରୁ

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ : କାର୍ଯ୍ୟନିର୍ବାହୀ ପରିଷଦର ଅଧ୍ୟକ୍ଷ ହେଲେ କେନ୍ଦ୍ରସ୍ୱାସ୍ଥ୍ୟ ମନ୍ତ୍ରୀ ଡ.ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ର କାର୍ଯ୍ୟନିର୍ବାହୀ ପରିଷଦର ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି । ମେ ୨୨ ରେ ହର୍ଷବର୍ଦ୍ଧନ ଏହି ୩୪ ସଦସ୍ୟ ବିଶିଷ୍ଟ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି। ଜାପାନର ଡାକ୍ତର ହିରୋକି

ଜେଇଇ ମେନ ଆବେଦନ ଅବଧି ବଢ଼ିଲା

ନୂଆଦିଲ୍ଲୀ: କରୋନା ମହାମାରୀ ସ୍ଥିତିକୁ ଦୃଷ୍ଟିରେ ରଖି ଜେଇଇ ମେନ୍ର ଆବେଦନ ଅବଧିକୁ ବୃଦ୍ଧି କରାଯାଇଛି । ମେ’ ୧୯ ଅର୍ଥାତ ଆଜିଠାରୁ ୨୪ ତାରିଖ ଯାଏ ଛାତ୍ରଛାତ୍ରୀମାନେ ଅନଲାଇନରେ ଜେଇଇ ମେନ୍ ୨୦୨୦ ଲାଗି ନୂତନ ଭାବେ ଆବେଦନ କରିପାରିବେ ।ଏ ନେଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ)

ନିତ୍ୟ ବ୍ୟବହୃତ ଜିନିଷର ଦର ଆକାଶଛୁଆଁ

ରାୟଗଡା: କରୋନା ଓ ଲକଡାଉନ ଯୋଗୁଁ ନିତ୍ୟ ବ୍ୟବହୃତ ଜିନିଷର ଯୋଗାଣରେ ବାଧା ଉପୁଜିଥିବା ବେଳେ କିଛି କଳାବଜାରୀ ଏହାର ସୁଯୋଗ ନେଇ ନିତ୍ୟ ବ୍ୟବହୃତ ଜିନିଷର ଦର ଆକାଶ ଛୁଆଁ କରିଛନ୍ତି । ଦିନକୁ ଦିନ ଦର ବୃଦ୍ଧି ଯୋଗୁଁ ଖାଉଟି ହନ୍ତସନ୍ତ ହେବାକୁ ପଡୁଛି । ସରକରାଙ୍କ ତରଫରୁ ଏ ନେଇ

୭୬ ପ୍ରବାସୀ ଶ୍ରମିକଙ୍କ ରକ୍ତନମୂନା ନେଗେଟିଭ

ଚମ୍ପୁଆ: ଚମ୍ପୁଆ ସୀମାନ୍ତ ଦେଇ ଏକ କଂଟେନରରେ ଯାଉଥିବା ୭୨ଜଣ ଶ୍ରମିକଙ୍କୁ ଅଟକାଇ ଚମ୍ପୁଆ ପୁଲିସ ସଙ୍ଗରୋଧ ଗୃହରେ ରଖିଥିଲେ । ସେମାନେ ଚେନ୍ନାଇରୁ ଆସି ଝାଡଖଣ୍ଡ ଦେଇ ଉତରପ୍ରଦେଶ ନିଜ ଘର ଅଭିମୁଖେ ଯାଉଥିଲେ । ସୋମବାର ଦିନ ସମସ୍ତ ୭୨ଜଣ ଶ୍ରମିକଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା

ଅସ୍ତରଙ୍ଗରେ ୨୫୦୦ ଲୋକ ସ୍ଥାନାନ୍ତରିତ

ଅସ୍ତରଙ୍ଗ: ସମ୍ଭାବ୍ୟ ବାତ୍ୟା ଅମ୍ଫାନକୁ ନେଇ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂଙ୍କ ନିଦେ୍ର୍ଧଶକ୍ରମେ ତପ୍ତର ହୋଇ ଉଠିଛି ଅସ୍ତରଙ୍ଗ ବ୍ଳକ ଓ ତହସିଲ ପ୍ରଶାସନ । ତହସିଲ ତରଫରୁ ଡାକବାଜି ଯନ୍ତ୍ର ଦ୍ୱାରା ଜାହାନିଆଁ ଉପକୂଳରେ ଥିବା ଗାଁଗୁଡିକୁ ବାତ୍ୟା ସମ୍ଭଦ୍ଧିୟ ସତର୍କ କରାଇ ଦିଆଯାଉଥିବା

ବାଲିକୁଦାରେ ୩ ଆକ୍ରାନ୍ତ : ସମସ୍ତେ ସୁରଟ ଫେରନ୍ତା

ବାଲିକୁଦା: ଆଜି ଆଉ ୩ କରୋନା ପଜିଟିଭ ଚିହ୍ନ ହୋଇଛି । ଏମାନେ ସମସ୍ତେ ବାଲିକୁଦା ବ୍ଲକର ବୋଲି ଜଣା ପଡିଛି । ଏମାନଙ୍କ ମଧ୍ୟରୁ ଜଣେ ଗରାମ ପଂଚାୟତର ହୋଇଥିବା ବେଳେ ଅନ୍ୟ ଦୁଇଜଣ କରୋନା ପଜିଟିଭ୍ କାଳିଓ ପଂଚାୟତର ବୋଲି ଜଣାପଡିଛି । ଏମାନେ ସମସ୍ତେ ସୁରଟରୁ ଫେରିଥିବା ଜଣାପଡିଛି । ତେବେ

ବାତ୍ୟା ଆସିଲେ ଖୋଜା ପଡେ଼ ରେଡିଓ

ଯାଜପୁର: ସମୟ ଥିଲା ଦେଶ ବିଦେଶରେ କ’ଣ ଟିକେ ଘଟଣା ଘଟିଲେ ଘରେ ଘରେ ରେଡିଓ ମାଧ୍ୟମରେ ଖବର ପହଂଚିଯାଉଥିଲା । ସେ କି୍ରକେଟ୍ ଖେଳ ହେଉ କି ରାଜନୈତିକ ଘଟଣା ସବୁ ପାଇଁ ସମସ୍ତେ କାନ ଡେରୁଥିଲେ ରେଡିଓ ପାଖରେ । ଘଟଣା କ୍ରମେ ଘରେ ଘରେ ଟିଭି ସଂଖ୍ୟା ବଢିବା ସହିତ ମୋବାଇଲର ଜମାନା ଆସିବା ପରେ

ଆତଙ୍କବାଦୀ ଆକ୍ରମଣ, ୨ ଯବାନ ସହିଦ

ଶ୍ରୀନଗର : \ ବିଏସଏଫ ପାଟ୍ରୋଲିଂ ପାର୍ଟି ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଦୁଇଜଣ ବିଏସଏଫ ଯବାନ ସହିଦ ହୋଇଥିବା ଜଣାପଡ଼ିଛି । ଶ୍ରୀନଗରର ନାଗବଲ ଅଞ୍ଚଳରେ ଥିବା ପଣ୍ଡାଜ୍ ଛକ ନିକଟରେ ଥିବା ବିଏସଏଫ ଚେକପୋଷ୍ଟ ନିକଟରେ ମୁତୟନ ଥିବା ବିଏସଏଫ ଯବାନମାନଙ୍କ ଉପରକୁ ଏକ ବାଇକରେ ଆସିଥିବା

‘ଅମ୍ଫାନ୍‌’: ଉତ୍ତର ପୂର୍ବ ଦିଗରେ ଗତିକରୁଛି

 କୋଲକାତା: ସାମୁଦ୍ରିକ ବାତ୍ୟା ‘ଅମ୍ଫାନ’ ସନ୍ଧ୍ୟା ୭ଟା ୨୫ମିନିଟରେ ପଶ୍ଚିମବଙ୍ଗର ଦୀଘା ଓ ବାଲାଂଦେଶର ହତିୟା ମଧ୍ୟରେ ସୁନ୍ଦରବନ ଦେଇ ସ୍ଥଳଭାଗ ମଧ୍ୟକୁ ପ୍ରବେଶ କରିବା ପରେ ଏହା ପଶ୍ଚିମବଙ୍ଗ ଉପରଦେଇ ଉତ୍ତର ପୂର୍ବ ଦିଗକୁ ଗତିକରୁଛି ଏବଂ ସାମୁଦ୍ରିକ ବାତ୍ୟାରୁ ଏହା ଭୀଷଣ ଅବପାତରେ