ଦୁର୍ଗମ ଅଂଚଳରେ ସହାୟତା ପ୍ରଦାନ
ଢେଙ୍କାନାଳ: ଦ୍ୱିତୀୟ ଥର ପାଇଁ ଓଡିଶାର ସବୁଠାରୁ ଦୁର୍ଗମ ଅପହଂଚ ଆଦିବାସୀ ଇଲାକା ଭାବେ ପରିଚିତ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ନିକଟସ୍ଥ କଙ୍କଡାହାଡ ବ୍ଲକ୍ କନ୍ତଲ ପଂଚାୟତ ପୁଟିପାଳ, କୋଟ, ଏକୁଲ୍, ସେକୁଲ୍ ଗ୍ରାମରେ ପହଁଚିଥିଲା ଢେଙ୍କାନାଳ ଜିଲ୍ଲାର ଯୁବ ସ୍ୱେଚ୍ଛାସେବୀ ଅନୁଷ୍ଠାନ!-->…