‘ଅମ୍ଫାନ’ ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତ
ଜଗତସିଂହପୁର: ଜଗତସିଂହପୁର ଉପକୂଳ ସମେତ କେନ୍ଦ୍ରପଡ଼ା, ଭଦ୍ରକ, ବାଲେଶ୍ୱର ଜିଲ୍ଲାପ୍ରତି ‘ଅମ୍ଫାନ’ ଝଡ଼ବାତ୍ୟା ଗୁରତର ବିପଦର ଆଂଶଙ୍କା ସୃଷ୍ଟି କରିଛି । ଏଥି ନିମନ୍ତେ ଜଗତସିଂହପୁର ଜିଲ୍ଲାପାଳ ଆଜି ପାରଦୀପ, ଏରସମା, ବାଲିକୁଦା ଓ କୁଜଙ୍ଗ ଭଳି ଗୁରୁତ୍ୱପୂର୍ଣ୍ଣ ଖାଲୁଆ ସମୁଦ୍ର କୂଳିଆ!-->…