୪ ରାଜ୍ୟବାସୀଙ୍କୁ କର୍ଣ୍ଣାଟକ ମନା
ବେଙ୍ଗାଲୁର: ଦେଶରେ ଘାତକ କରୋନା ଭୂତାଣୁ ସଂକ୍ରମଣ ଦିନକୁ ଦିନ ବଢ଼ି·ଲିଥିବା ବେଳେ କର୍ଣ୍ଣାଟକ ସରକାର ଆଜି ୪ଟି ରାଜ୍ୟ ତଥା ମହାରାଷ୍ଟ୍ର, ଗୁଜରାଟ, କେରଳ ଓ ତେଲେଙ୍ଗାନା ଜନସାଧାରଣଙ୍କ କର୍ଣ୍ଣାଟକ ପ୍ରବେଶ ଉପରେ ନିଷିଦ୍ଧାଦେଶ ଜାରି କରିଛନ୍ତି । ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଏହି!-->…