ମେ’ ୩୧ ପର୍ଯ୍ୟନ୍ତ ଲକଡାଉନ୍ ୪.୦

ନୂଆଦିଲ୍ଲୀ : ଦେଶରେ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଲକଡାଉନର ତୃତୀୟ ପର୍ଯ୍ୟାୟ ଆଜି ଶେଷ ହେଉଛି । ତେବେ ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ଆସନ୍ତାକାଲି ଅର୍ଥାତ ମେ’ ୧୮ଠାରୁ ଆରମ୍ଭ ହେବ । ସରକାର ଲକଡାଉନ୍ ୪.୦କୁ ମେ’ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ନିକଟରେ ପ୍ରଧାନମନ୍ତ୍ରୀ

ଆଦର୍ଶ ଓଡ଼ିଶା ତରଫରୁ ବରୀରେ କରୋନା ସଚେତନତା କାର୍ଯ୍ୟକ୍ରମ

ଯାଜପୁର: “ଆଦର୍ଶ ଓଡ଼ିଶା” ନିର୍ମାଣର ସ୍ୱପ୍ନ ନେଇ କିଛି ତ୍ୟାଗ ବ୍ରତୀ, ଉର୍ସଗିକୃତ ଯୁବ ସମାଜସେବୀଙ୍କ ଦ୍ୱାରା ଗଠିତ ଅଗ୍ରଣୀ ସଂଗଠନ “ଆଦର୍ଶ ଓଡ଼ିଶା ଫାଉଣ୍ଡେସନ” ତରଫରୁ ସମଗ୍ର ବରୀ ବ୍ଲକ ଅଂଚଳରେ କରୋନା ସଂକ୍ରମଣ ପ୍ରତିହତ କରିବା ପାଇଁ ବ୍ୟାପକ ସ୍ୱଚ୍ଛତା ଓ ସଚେତନତା କାର୍ଯ୍ୟକ୍ରମ

ଜାହାନିଆଁ ଉପକୂଳରେ ଅମ୍ଫାନକୁ ନେଇ ସୂଚନା ଦେଲା ରାଡାର

ଅସ୍ତରଙ୍ଗ: ପୁରୀ ଜିଲ୍ଲାର ଅସ୍ତରଙ୍ଗ ବ୍ଲକ ଅଧିନ ଜାହାନିଆଁ ଉପକୂଳରେ ଲାଗିଥିବା ୭ଟି ଜାଗାରେ ର୍ୟାଡର ସମ୍ଭାବ୍ୟ ବାତ୍ୟା ଆମ୍ଫନ ନେଇ ବାରମ୍ବାର ସୂଚନା ପ୍ରଦାନ କରୁଅଛି । ଯାହା ଫଳରେ କି, ଉପକୂଳବର୍ତୀ ୭ଟି ଗ୍ରାମ ପଂଚାୟତର ଜନସାଧାରଣ ଭୟଭୀତ ହେବା ସହ ସ୍ଥାନୀୟ ପ୍ରଶାସନ ସମ୍ଭାବ୍ୟ ବତ୍ୟା

ବଲାଙ୍ଗିରରେ ଆଉ ୨ କରୋନା ଚିହ୍ନଟ

ବଲାଙ୍ଗିର: ବଲାଙ୍ଗିରରେ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୭୩୯କୁ ବୃଦ୍ଧି ପାଇଛି । ଚିହ୍ନଟ ହୋଇଥିବା ଆକ୍ରାନ୍ତ ସମ୍ପର୍କରେ ଏ ନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ଅରିନ୍ଦମ ଡାକୁଆ ।ଚିହ୍ନଟ ହୋଇଥିବା ୨ ଆକ୍ରାନ୍ତ ତାଲପାଲିପଡ଼ା ଅଂଚଳର

ରାୟଗଡା ଜିଲ୍ଲାରେ ଆରମ୍ଭ ହେଲା ଇ-ସୁବିଦ୍ୟା

ରାୟଗଡା: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ତରଫରୁ ରାୟଗଡା ଜିଲ୍ଲାରେ ଆରମ୍ଭ ହେଲା ଇ-ସୁବିଦ୍ୟା । କଲ୍ୟାଣ ବିଭାଗ ଶିକ୍ଷକ, ଶିକ୍ଷୟତ୍ରୀମାନେ ଶିକ୍ଷାଦାନ ପୂର୍ବକ ଇ-ସୁବିଦ୍ୟା ଅଭିଯାନର ଶୁଭାରମ୍ଭ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ମେ’ ୧୫ରୁ ଜୁନ ୧୭ ଯାଏ ଚାଲିବାକୁ

ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ

ବିଞ୍ଝାରପୁର: ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଆଜି ବିଞ୍ଝାରପୁର ବ୍ଲକ ଗସ୍ତରେ ଆସି ବିଭିନ୍ନ କରୋଂଟାଇନ ସେଂଟର ପରିଦର୍ଶନ କରିବା ସହ ବ୍ଲକ କାର୍ଯ୍ୟଳୟରେ କନୋନା ସମ୍ପର୍କୀତ ସମୀକ୍ଷା ବୈଠକ କରି ଫେରିଛନ୍ତି । ପ୍ରକାଶ ଯେ ଆଜି ପୂର୍ବାହ୍ନରେ ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ

ପୁଣି ୧ କରୋନା ପଜିଟିଭ ଚିହ୍ନଟ : ଆସିଲେ ନୂଆ ୫୫ ପ୍ରବାସୀ

ଅସ୍ତରଙ୍ଗ: ପୁରୀ ଜିଲ୍ଲାର ଅସ୍ତରଙ୍ଗ ବ୍ଲକର ମାଣ୍ଡୁକିଠାରେ ଥିବା ସୋପ୍ନେଶ୍ୱର ନୋଡାଲର ଜଣେ ବ୍ୟକ୍ତିଙ୍କର କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଅଛି । ତାଙ୍କର ନାମ ଶରତ ଚନ୍ଦ୍ର ପାତ୍ର (୫୭) ଘର ଏହି ବ୍ଲକ ଅଧିନ ସାନସିରେଇ ଗ୍ରାମରେ । ସେ କୋଲକାତାରୁ ଆସି ସୋପ୍ନେଶ୍ୱର ନୋଡାଲରେ

ସରପଂଚଙ୍କୁ କରୋନା

ଭୁବନେଶ୍ୱର: ରାଜ୍ୟରେ ଆଉ ୯୧ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିଲା ବେଳେ ଏମାନଙ୍କ ମଧ୍ୟରୁ ଭଦ୍ରକ ୨୮, ବାଲେଶ୍ୱର ୧୭, ଗଞ୍ଜାମ ୧୬, କଟକ ୧୨, ପୁରୀ ୭, କେନ୍ଦୁଝର ୪, ଖୋର୍ଦ୍ଧା ୩, ବଲାଙ୍ଗିର ୨, କେନ୍ଦ୍ରାପଡ଼ା, ସୁନ୍ଦରଗଡ଼ ଓ ସମ୍ବଲପୁରେ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସମ୍ବଲପୁରକୁ ଛୁଇଁଲା କରୋନା ରାଜ୍ୟର ୨୨ଟି ଜିଲ୍ଲା ତାଲିକାଭୁକ୍ତ

ଭୁବନେଶ୍ୱର: ସମ୍ବଲପୁର ଜିଲ୍ଲାକୁ ସର୍ବପ୍ରଥମେ ଛୁଇଁଲା କରୋନା । ଏହି ଜିଲ୍ଲାରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଉକ୍ତ ସୂଚନା ଦିଆଯାଇଛି ।ରାଜ୍ୟରେ ନୂତନ ଭାବେ ଚିହ୍ନଟ ୯୧ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ସମ୍ବଲପୁରର

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା୯୦ ହଜାର ଟପିଲା, ମୃତ୍ୟୁ ସଂଖ୍ୟା ୨୮୭୨

ନୂଆଦିଲ୍ଲୀ: ଦେଶରେ କରୋନାର ପ୍ରକୋପ ବଢ଼ିଛି । ଭାରତରେ କରୋନା ମୃତୁ୍ୟ ସଂଖ୍ୟା ଏବେ ୩ ହଜାର ପାଖାପାଖି ହୋଇଥିବା ପ୍ରକାଶ । କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ଅନୁସାରେ ଏହି ମୃତୁ୍ୟ ସଂଖ୍ୟା ୨ ହଜାର ୮୭୨କୁ ବୃଦ୍ଧି ପାଇଛି । ଏହା ସହିତ ଦେଶରେ ଆକ୍ରାନ୍ତ