ଅମ୍ପାନ ମୁକାବିଲା ପାଇଁ ଭଦ୍ରକ ପ୍ରଶାସନର ପ୍ରସ୍ତୁତି

ଭଦ୍ରକ- ଅମ୍ପାନ ମୁକାବିଲା ପାଇଁ ଭଦ୍ରକ ପ୍ରଶାସନ ପକ୍ଷରୁ ବ୍ୟାପକ ବନେ୍ଦାବସ୍ତ କରାଯାଇଛି ।ସମୁଦ୍ର ଉପକୂଳବର୍ତୀ ଚାନ୍ଦବାଲି, ବାସୁଦେବପୁର ଏବଂ ଧାମରା ଉପକୂଳରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରିବା ସହ ଏନଡିଆରଏଫ୍ ଟିମକୁ ପଠାଯାଇଛି । ଭଦ୍ରକ ମୁଖ୍ୟାଳୟରେ ମଧ୍ୟ ଓଡ୍ରାଫ ଟିମକୁ…

ସ୍ୱାଭାବିକ ହେବ ବସ ଚଳାଚଳ

ଭୁବନେଶ୍ୱର- ଖୁବ ଶୀଘ୍ର ରାଜ୍ୟ ଭିତରେ ଓ ବାହାରେ ବସ୍ ଚଳାଚଳ କରିବ ନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି । ଲକଡାଉନ ୪.୦ ଲାଗୁ ହେବା ପରେ ବସ ଚାଲିବ କି ନାହିଁ ସେହି ନିଷ୍ପତି ରାଜ୍ୟ ସରକାରଙ୍କୁ ଦିଆଯାଇଛି ।ତେଣୁ ଏନେଇ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି ।…

ମେ ୨୦ ଅପରାହ୍ନ କିମ୍ବା ସନ୍ଧ୍ୟାରେ ଉପକୂଳ ଅତିକ୍ରମ କରିବ ଅମ୍ପାନ

ଭୁବନେଶ୍ୱର- ବଙ୍ଗୋପସାଗରରେ ସୃଷ୍ଟ ସିଭିୟର ସାଇକ୍ଳୋନିକ ଷ୍ଟର୍ମ ଅମ୍ପାନ ଆଜି ଭୋର ସମୟରେ ଭିଷଣ ରୂପ ଧାରଣ କରିଛି । ଆସନ୍ତା ୨୦ ଅପରାହ୍ନ କିମ୍ବା ସନ୍ଧ୍ୟାରେ ପଶ୍ଚିମବଙ୍ଗର ଦିଘା ଓ ବଙ୍ଗାଲାଦେଶର ହାତିଆ ଦ୍ୱୀପ ଦେଇ ଅତିକ୍ରମ କରିବ ଅମ୍ପାନ । ସେତେବେଳେ ପବନର ବେଗ ୧୫୫-୧୬୫ କିଲୋମିଟର…

୨୪ ଘଣ୍ଟାରେ ୫,୨୪୨ ସଂକ୍ରମଣ

ନୂଆଦିଲ୍ଲୀ- ସମଗ୍ର ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୬୧୬୯ ପାର ହୋଇଛି । ଏମାନଙ୍କ ମଧ୍ୟରୁ ୩୬୮୨୩ ସୁସ୍ଥ ହୋଇଥିବା ବେଳେ ୩୦୨୯ଜଣଙ୍କ ମୃତୁ୍ୟ ଘଟିଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।

ଚତୁର୍ଥ ପର୍ଯ୍ୟାୟ ଲକଡାଉନ ଜାରି: ମେ ୩୧ ପର୍ଯ୍ୟନ୍ତ ତାଲାବନ୍ଦ ବଳବତର

ନୂଆଦିଲ୍ଲୀ- ମେ ୧୭ରୁ ଆରମ୍ଭ ହୋଇଛି ଚତୁର୍ଥ ପର୍ଯ୍ୟାୟ ଲକଡାଉନ । ସାରା ଦେଶରେ ଏହି ତାଲାବନ୍ଦ ଅବଦ୍ଧି ମେ ୩୧ ଯାଏ ବଳବତର ରହିବ । ଚତୁର୍ଥ ପର୍ଯ୍ୟାୟରେ ନିୟମକୁ କିଛିଟା କୋହଳ କରାଯାଇଛି । ବର୍ତମାନ ତିନୋଟି ଜୋନ ବଦଳରେ ୫ ଟି ଜୋନ ରହିବ । ରେଡ, ଗ୍ରୀନ,ଅରେଞ୍ଜ ସହ ବଫର ଓ କେଂଟେନମେଂଟ…

୩୦ ମିନିଟ ପର୍ଯ୍ୟନ୍ତ ମାଗଣା ମୋ ସାଇକେଲ ସେବା

ଭୁବନେଶ୍ୱର- ଅଜିଠୁ ପୁଣି ଥରେ ରାଜଧାନୀରେ ଗଡିବ ମୋ ସାଇକେଲ । ମାଗଣାରେ ଲୋକମାନେ ୩୦ ମିନିଟ ପର୍ଯ୍ୟନ୍ତ ସାଇକେଲ ଚଳେଇ ପାରିବେ । ୩୦ ମିନିଟରୁ ଅଧିକ କୌଣସି ରାଇଡରେ ଗଲେ ଗ୍ରାହକଙ୍କୁ ଭଡା ଦେବାକୁ ପଡିବ । ସହରବାସୀ ଜୁନ୍ ୩୦ ଯାଏ ଏହି ରିହାତି ପାଇପାରିବେ । ସଂକ୍ରମଣକୁ ନଜରରେ ରଖି…

ପୁଣି ୪୮ ପଜିଟିଭ ଚିହ୍ନଟ

ଭୁବନେଶ୍ୱର- ଆଜି ପୁଣି ୪୮ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କନ୍ଧମାଳରୁ ୨,ଯାଜପୁରରୁ୧୬, ଗଞ୍ଜାମରୁ ୧୫, ପୁରୀରୁ ୪, କେନ୍ଦ୍ରାପଡାରୁ ୩, ନୟାଗଡରୁ ୩, ବଲାଙ୍ଗିରରୁ ୨, ବୌଦ୍ଧ, କଟକ ଓ ଖୋର୍ଦ୍ଧାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ…

ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ : କଟକଣା କୋହଳ, କଡ଼ାକଡ଼ି

ମିଳିବ ଅନୁମତି  -ଆନ୍ତଃ ରାଜ୍ୟ ଯାତ୍ରା ପାଇଁ ଯାନ ଏବଂ ବସ୍ ଅନୁମତି ଦିଆଯିବ -ରାଜ୍ୟ ମଧ୍ୟରେ ପରିବହନ ପାଇଁ ଯାନବାହାନ ଏବଂ ବସ୍ ଚଳାଚଳ କରିବାର ନିଷ୍ପତ୍ତି ନିଜେ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ନିଷ୍ପତ୍ତି ନେବେ। -ଲୋକମାନଙ୍କ ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପଦ୍ଧତି…

ପେଟ୍ରୋଲ ବଢ଼ିଲା ୩ଟଙ୍କା ୧୧ ପଇସା, ଡ଼ିଜେଲରେ ୧.୦୩ ପଇସା

ଭୁବନେଶ୍ବର: ରାଜ୍ୟ ସରକାର ପେଟ୍ରୋଲ ଓ ଡ଼ିଜେଲ ଉପରେ ବଢ଼ାଇଛନ୍ତି ଭାଟ୍ । ଫଳରେ ରାଜ୍ୟରେ ପେଟ୍ରୋଲ ୩.୧୧ ପଇସା ଡ଼ିଜେଲ ୧.୦୩ ପଇସା ମହଙ୍ଗା ହୋଇଛି । ରାଜ୍ୟ ସରକାରଙ୍କ ଟିକସ ବୃଦ୍ଧିକୁ ବିଜେପି ଓ କଂଗ୍ରେସ ସମାଲୋଚନା କରିଛନ୍ତି । ସମ୍ପ୍ରତି ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର…

କରୋନା ସଂକ୍ରମିତକୁ ଗିରଫ ପରେ ଥାନାର ସବୁ କର୍ମଚାରୀ ଗଲେ ‘ସଙ୍ଗରୋଧ’

ପୁରୀ: ଜଣେ କରୋନା ସଂକ୍ରମିତକୁ ଗିରଫ କରିବା ପୁରୀ ଜିଲା କୁମ୍ଭାରପଡ଼ା ଥାନା ପୁଲିସ ପାଇଁ ମହଙ୍ଗା ପଡ଼ିଛି । ଥାନାକୁ ସାନିଟାଇଜ୍ କରାଯାଇଛି ଓ ସମସ୍ତ କର୍ମଚାରୀ ସଙ୍ଗରୋଧରେ ରହିଛନ୍ତି । କାର୍ଯ୍ୟ ତୁଲାଇବା ପାଇଁ ଅସ୍ଥାୟୀ କର୍ମଚାରୀ ଥାନାକୁ ଆସିବେ ବୋଲି ସୂଚନା ମିଳିଛି ।  ଦୁଇଦିନ…