ବ୍ରହ୍ମପୁତ୍ର ନଦୀ ପାଇଁ ହାଇଡ୍ରୋଲୋଜିକାଲ୍ ଡାଟା ସେୟାର୍ କଲା ଚୀନ୍
ନୂଆଦିଲ୍ଲୀ: ଶୁକ୍ରବାର ଦିନ ଚୀନ୍ ବ୍ରହ୍ମପୁତ୍ର ନଦୀ ନିମନ୍ତେ ଭାରତକୁ ‘ହାଇଡ୍ରୋଲୋଜିକାଲ୍ ଡାଟା’ ସେୟାର୍ କରିବା ଆରମ୍ଭ କରିଛି। ଚୀନ୍ ପ୍ରତିବର୍ଷ ମୌସୁମୀ ବର୍ଷା ସମୟରେ ଏହି ଡାଟା ବା ତଥ୍ୟ ପ୍ରଦାନ କରିଥାଏ। ଏହାକୁ ଭିତ୍ତି କରି ଉତ୍ତରପୂର୍ବ ଭାରତର ବନ୍ୟା ପରିସ୍ଥିତି ସଂକ୍ରାନ୍ତରେ!-->…