ଜାଣନ୍ତୁ ଆଜିର ପଞ୍ଜିକା

ଅଦ୍ୟ ଶ୍ରାବଣ କୃଷ୍ଣପକ୍ଷ ଅମାବାସ୍ୟା କର୍କଟ ଦିନ୫ନ ତା୨୦.୦୭.୨୦୨୦ ରିଖ (ସୋମବାର)
କର୍କଟ ୫/୨୧/୪୧ ଗତେ ଅସ୍ତ
ଅମାବାସ୍ୟାତିଥି ରାଘ୧୦/୫୨ଗତେ ପ୍ରତିପଦାତିଥି ପୁନର୍ବସୁନକ୍ଷତ୍ର ରାଘ୧୦/୧୫ ଗତେ ପୁଷ୍ୟାନକ୍ଷତ୍ର
ମିଥୁନଚନ୍ଦ୍ର ଅଘ ୪/୪୭ ଗତେ କର୍କଟଚନ୍ଦ୍ର
ହର୍ଷଣଯୋଗ ରାଘ୭/୧୯ ଗତେ ବଜ୍ରଯୋଗ
ଚତୁସ୍ପାଦକରଣ ଦିଘ ୧୧/୩୦ ଗତେ ନାଗକରଣ ରାଘ ୧୦/୫୨ ଗତେ କିନ୍ତୁଘ୍ନକରଣ
ଯୋଗିନୀ ଐଶାନ୍ୟେ ରାତ୍ରି ଘ ୧୦/୫୨ ଗତେ ପୂର୍ବେ ଯାତ୍ରାଦି ଶୁଭକର୍ମ ନିଷେଧ, ପକ୍ଷାନ୍ତ, ଅପରାହ୍ନ ଘ୪ ।
୪୭ ଗତେ ରବିଚନ୍ଦ୍ର ଓ ଶନିସପ୍ତ ଦୋଷ ।
ଗତଦିବସ ନକ୍ଷତ୍ର ରାଶିମାନଙ୍କର ତାରାଚନ୍ଦ୍ରଶୁଦ୍ଧି । ମିଥୁନ ରାଶିର ଘାତବାର ଓ କନ୍ୟାରାଶିର ଘାତଚନ୍ଦ୍ର । ରାତ୍ରି ଘ ୧୦/୧୫ ଗତେ ଅଶ୍ଳେଷା, ମଘା, ଉ:ଫାଳଗୁନୀ, ଚିତ୍ରା, ବିଶାଖା, ଜ୍ୟେଷ୍ଠା, ମୂଳା, ଉ:ଷାଢା, ଧନିଷ୍ଠା, ପୁ:ଭାଦ୍ର, ରେବତୀ, କୃର୍ତିକା, ମୃଗଶିରା, ପୁନର୍ବାସୁ ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି । ମିଥୁନ,ସିଂହ,ତୁଳା,ଧନୁ, ମକର, କୁମ୍ଭ, ମେଷ, ବୃଷ ଏବଂ ଅପରାହ୍ନ ଘ ୪/୪୭ ଗତେ କର୍କଟ, କନ୍ୟାତ୍ତତୁଳା, ବିଛା , ମକର, କୁମ୍ଭ , ମୀନ, ବୃଷ, ମିଥୁନ ଏ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି ।
ଅଶୁଭବେଳା-(କାଳବେଳା) ଦିବା ଘ୪/୧୪ ଗତେ ଘ୮/୪୧ ମଧେ (ବାରବେଳା) ଦିବା ଘ୩/୭ ଗତେ ଘ୪/୪୩ ମଧେ (କାଳରାତ୍ରୀ) ରାତ୍ରି ଘ୧୦/୨୭ ଗତେ ଘ ୧୧/୫୩ ମଧେ ଅଶୁଭ ।
ପୁଷ୍କରଦୋଷ-ଅଦ୍ୟ ମୃତବ୍ୟକ୍ତିର ରାତ୍ରି ଘ୧୦/୧୫ ମଧେ ଏକପାଦ ନକ୍ଷତ୍ର ପୁଷ୍କରଦୋଷ ଫଳଂ ଗୋତ୍ରବଂଶ ସନ୍ତାନସନ୍ତତିର ବିନାଶ ଓ ତିଳସୁବର୍ଣ୍ଣ ଦାନ ସହିତ ଶ୍ରୋତ୍ରିୟ ବିପ୍ରଙ୍କ ଦ୍ୱାରା ହୋମାଦି ଶାନ୍ତି ବିଧେୟ ।
ରଜଶ୍ଚେକ୍ରେ-କନ୍ୟା ବନ୍ଧ୍ୟା ଅଶୁଭ,ଶାନ୍ତି କରଣୀୟ ।
ସାମ୍ବସତ୍ସରିକ ଶ୍ରାଦ୍ଧ- ଅଦ୍ୟ ଅମାବାସ୍ୟା ତିଥିରେ ଏକୋଦ୍ଧିଷ୍ଟ ଓ ପାର୍ବଣ ଓ ଅମାବାସ୍ୟା ବିହିତ ଶ୍ରାଦ୍ଧ ଓ ତିଳତର୍ପଣ, ଅଦ୍ୟ ପିତୃସାମ୍ବତ୍ସରିକ ଶ୍ରାଦ୍ଧ ମହାକାୟ ବିଧିରେ ହେବ । ସ୍ତ୍ରୀ, ତୈଳ ବର୍ଜ୍ଜନ ଓ ଆମିଷ ରାତ୍ରି ଘ୧୦/୫୨ ଗତେ ପାଣିକଖାରୁ ଭକ୍ଷଣ ନିଷେଧ ।
ଅଦ୍ୟ ବିଚାର ଅମାବାସ୍ୟା ଗୃହୀଣାଂ ଚିତ୍ରକପର୍ବ, ଅଦ୍ୟ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ସୁବର୍ଣ୍ଣ ଚିତାଲାଗି, କାଉଡିଭକ୍ତଙ୍କ ଜଳାଭିଷେକ ଯାତ୍ରା ।
ଏୁଭବେଳା(ଅମୃତ)-ପ୍ରାତଃରୁ ଦିବା ଘ୭/୭ ମଧେ ଘ ୧୦/୩୦ ଗତେ ଘ୧/୯ ମଧେ ରାତ୍ରି ଘ୭/୪ ଗତେ ଘ୯/୧୭ ମଧେ ଘ୧୧/୩୦ ଗତେ ଘ୨/୨୭ ମଧେ (ମାହେନ୍ଦ୍ର) ଦିବା ଘ୩/୪୪ ଗତେ ଘ୫/୩୦ ମଧେ ଶୁଭବେଳା ।

Leave A Reply

Your email address will not be published.

3 + thirteen =