ଅଗଷ୍ଟ ୩୧ ଯାଏ ସବୁ ସ୍କୁଲ ଛୁଟି

ଭୁବନେଶ୍ୱର: କେରୋନା ମହାମାରୀକୁ ଅଖି ନଜରରେ ରଖି ରାଜ୍ୟରେ ଥିବା ସମସ୍ତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନୁଦାନପ୍ରାପ୍ତ ସ୍ୱତନ୍ତ୍ର ସ୍କୁଲଗୁଡ଼ିକୁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ବନ୍ଦ ରହିବାର ନିଷ୍ପତି ନିଆଯାଇଛି । ପୂର୍ବରୁ ଏହାକୁ ଜୁଲାଇ ୩୧ ପର୍ଯ୍ୟନ୍ତ ବନ୍ଦ ଘୋଷଣା କରାଯାାଇଥିଲା । ଏନେଇ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ବିଞପ୍ତି ପ୍ରକାଶ ପାଇଛି ।

Leave A Reply

Your email address will not be published.

one × four =