ଭୁବନେଶ୍ୱର: ସମାଜସେବୀ ମାନବପ୍ରେମୀ ଅରଦିତ୍ୟ ଦାଶ ମୃତ୍ୟୁ ମାମଲାରେ କ୍ରାଇମବ୍ରାଂଚ ହାଇକୋର୍ଟରେ ଷ୍ଟାଟସ୍ ରିପୋର୍ଟ ଦାକଲ କରିଛି । ତେବେ ବର୍ତମାନ ସୁଦ୍ଧା ଦେଖିବାକୁ ଗଲେ ହତ୍ୟା ନେଇ କୌଣସି ପ୍ରମାଣ ମିିଳି ନଥିବା କ୍ରାଇମବ୍ରାଂଚ କକ୍ଷରୁ କୋର୍ଟଙ୍କୁ ଜଣାଇଛନ୍ତି । ଏହା ସହ ଅପ୍ ଟୁ ଡେଟ୍ ଷ୍ଟାଟସ୍ ରିପୋର୍ଟ ପାଇଁ କ୍ରାଇମବ୍ରାଂଚ ସର୍ମ ମାଗିଛି । ତଦନ୍ତ ଅଧିକାରୀଙ୍କୁ କରୋନା ହୋଇଥିବା ଯୋଗୁ କ୍ରାମଇମବ୍ରାଂଚ ଏହି ସମୟ ମାଗିଛି । ତେବେ ଆସନ୍ତା ତାରିଖରେ ପରବର୍ତୀ ଶୁଣାଣୀ ନେଇ ଦିନ ଧାର୍ଯ୍ୟ କରାଯାଇଛି ।