ଆଲୁମୁନି ଆସୋସିଏସନର ଶୋକ

କେନ୍ଦ୍ରାପଡା- ବରିଷ୍ଠ ସମାଜସେବୀ ଆଡଭୋକେଟ ରବିନ୍ଦ୍ର କୁମାର ବେହେରାଙ୍କ ବିୟୋଗରେ ପଟ୍ଟାମୁଣ୍ଡାଇ କଲେଜ ଆଲୁମୁନି ଆସୋସିଏସନ ପକ୍ଷରୁ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଆଲୁମୁନି ଆସୋସିଏସନ ସଭାପତି ପ୍ରଫେସର ଭରତ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୋକସଭାରେ ସଂପାଦକ ଗୋପିନାଥ ତ୍ରିପାଠୀ, ଉପଦେଷ୍ଟା ପ୍ରଫେସର ଦେବବ୍ରତ ପ୍ରଧାନ, ରମେଶ ଚନ୍ଦ୍ର ଜେନା, କଣ୍ଡୁରୀ ଚରଣ ସ୍ୱାଇଁ, ବିଜୟ କୁମାର କବି, ଆଲୁମୁନି ସଦସ୍ୟ ଅଧ୍ୟାପିକା ଚନ୍ଦ୍ରବାତୀ ସ୍ୱାଇଁ, ସାମ୍ବାଦିକ ପତିତପାବନ ଭଦ୍ର ଓ ଚିତରଞନ ମଲ୍ଲିକ, ମୃତ୍ୟୁଞୟ ମଲ୍ଲିକ, ଉପସଭାପତି ରାଜେନ୍ଦ୍ର ଦାଶ, କୋଷାଧ୍ୟକ୍ଷ କିଶୋର ସ୍ୱାଇଁ ପ୍ରମୁଖ ଯୋଗ ଦେଇ ସ୍ୱର୍ଗତଃ ବେହେରାଙ୍କ ସ୍ମୃତିଚାରଣ କରିବା ସହିତ ଶ୍ରଦ୍ଧାଞଳୀ ଅର୍ପଣ କରିଥିଲେ ।

Leave A Reply

Your email address will not be published.

five × five =