ଉପଖଣ୍ଡ ଚିକିତ୍ସାଳୟ ପରିସର ବିଶୋଧନ

ଚମ୍ପୁଆ: ଆଜି ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟ ପରିସରକୁ ବ୍ୟାପକଭାବେ ସାନିଟାଇଜ କରାଯାଇଛି । ଉପଖଣ୍ଡ ଚିକିତ୍ସା ଅଧିକାରୀ ଡା ଉମାକାନ୍ତ ସାହୁଙ୍କ ଉଦ୍ୟମରେ ବିଶେକରି ଆଉଟଡର ଇନଡର, ଜରୁରୀକାଳିନ ବ୍ଲଡ ବ୍ୟାଙ୍କ , ଅସ୍ତ୍ରପଚାର ଗୃହ ଏବଂ ପରିସରର ସମସ୍ତ ଗହଳିପୂଣ୍ଡ ସ୍ଥାନ ଗୁଡିକୁ ଡିସ ିଇନଫେକସନ କରାଯାଇଛି । କୋଭିଡ -୧୯ର ଭୟାବହତା କୁ ଦେଖି ଡାକ୍ତରଖାନା ପ୍ରଶାସନ ତରଫରୁ ନିୟମିତ ବ୍ୟବଧାନରେ ଏହାର ପରିସରରକୁ ସାନିଟାଇଜ କରାଯାଉଛି । କାରଣ ଏହି ଡାକ୍ତଖାନାକୁ ପଡୋଶୀ ଝାଡଖଣ୍ଡ, ଓ ମୟୁରଭଂଜରୁ ରୋଗୀମାନେ ଆସୁଥିôବାରୁ ଏଭଳି ସତର୍କତା ମୁଳକ ପଦକ୍ଷେପମାନ ନିଆ ଯାଉଥିବା ସୂଚନା ମିଳିଛି ।

Leave A Reply

Your email address will not be published.

nine − seven =