କଳାହାଣ୍ଡି କେସିଙ୍ଗା ସହର ଦୁଇ ଦିନ ସଟଡାଉନ


କଳାହାଣ୍ଡି- କରୋନା ସଂକ୍ରମଣ ସଂଖ୍ୟା ଦ୍ରୁତ ବୃଦ୍ଧି ଯୋଗୁ ୨ ଦିନିଆ ସଟଡାଉନ ଘୋଷଣା କରିଛନ୍ତି ଜିଲ୍ଲା ପ୍ର୍ରଶାସନ । ଏହି ସମୟରେ କେସିଙ୍ଗା ସହରର ସମସ୍ତ ୱାର୍ଡରେ ସ୍କ୍ରିନଂ କରାଯିବ ଓ ଏଥିପାଇଁ ୯୬ କର୍ମଚାରୀଙ୍କୁ ନିଯୁକ୍ତି କରାଯାଇଛି ବୋଲି ସୂଚନା ମିଳିଛି । ବର୍ତମାନ କଳାହାଣ୍ଡିରେ ସଂକ୍ରମିତଙ୍କ ସଂଖ୍ୟା ୪୮୭ରେ ପଂହଚିଛି ଥିବା ବେଳେ ୨୩୨ ଜଣ ସୁସ୍ଥ ହୋଇଛନ୍ତି । ୨୫୩ ସକ୍ରିୟ ମାମଲା ରହିଛି । ଏଯାବତ୍ ୨ ଜଣଙ୍କ ମୃତ୍ୟୁ ହୋଇଛି ।

Leave A Reply

Your email address will not be published.

two + fifteen =