ଭୁବନେଶ୍ୱର: ରାଜ୍ୟର କୋଭିଡ ହସ୍ପିଟାଲ ଗୁଡିକରେ କାର୍ଯ୍ୟରତ ଡାକ୍ତର, ନର୍ସ, ଫାର୍ମାସିଷ୍ଟ,ରେଡିଓ ଗ୍ରାଫର ଓ ଚତୃର୍ଥଶ୍ରେଣୀ କର୍ମଚାରୀମାନଙ୍କ ପାଇଁ ରାଜ୍ୟ ସରକାର ଆଜି ମାସିକ ବେତନ ବ୍ୟତିତ ଦୈନିକ ପ୍ରୋସôାହନ ଭତା ଘୋଷଣା କରିଛନ୍ତି । ଏଣିକି କାର୍ଯ୍ୟରତ ଡାକ୍ତରଙ୍କୁ ଦୈନିକ ୧ହଜାର ଟଙ୍କା, ନର୍ସ, ର୍ଫାମାସିଷ୍ଟ, ଲ୍ୟାବଟେକେନସିଆନ ଓ ରେଡିଓ ଗ୍ରାଫରଙ୍କୁ ଦୈନିକ ୫ଶହ ଟଙ୍କା ଓ ଚତୃର୍ଥ ଶ୍ରେଣୀ କର୍ମଚାରୀମାନଙ୍କୁ ୨ଶହ ଟଙ୍କା ପ୍ରସଚୋହନ ଭତା ଦିଆଯିବ ।