କ୍ୟାପିଟାଲ ହସ୍ପିଟାଲରୁ ପୁଣି ଜଣେ ପଜିଟିଭ

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରୁ ଆଉ ଜଣେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସ୍ତ୍ରୀ ଓ ପ୍ରସୂତି ୱାର୍ଡରେ କାର୍ଯ୍ୟ କରୁଥିବା ସୁଇପର ପଜିଟିଭ ହୋଇଛନ୍ତି । ତେବେ କେତେଜଣ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି, ତାହା ସ୍ପଷ୍ଟ ହୋଇପାରି ନାହିଁ । ଗତକାଲି ସେହି ୱାର୍ଡରୁ ଜଣେ ଆଟେଣ୍ଡାଂଟ ପଜିଟିଭ ଚିହ୍ନଟ ହୋଇଥିବାରୁ ସଂପୃକ୍ତ ସୁଇପର ଜଣଙ୍କ ତାଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି କି ନା, ତାହା ପରେ ଜଣାପଡ଼ିବ ବୋଲି କୁହାଯାଇଛି ।

Leave A Reply

Your email address will not be published.

sixteen − twelve =