ଗଞ୍ଜାମ ଜିଲ୍ଲା ବିଜୁପଟ୍ଟନାୟକ ସିନିୟର ସିଟିଜେନ ଫୋରମର ବ୍ରହ୍ମପୁର ମହାନଗର ନିଗମ କମିଶନର ଓ ଉପଜିଲ୍ଲାପାଳଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବିଜୁପଟ୍ଟନାୟକ ସିନିଅର ସିଟିଜେନ ଫୋରମ ତରଫରୁ ନୁତନ ଭାବେ ଦାୟୀତ୍ୱ ଗ୍ରହଣ କରିଥିବା ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଆଇ.ଏ.ଏସ ମହାନଗର କମିଶନର ଏବଂ ଶ୍ରୀ ଭି. କୀର୍ତୀ ୱାସନ ଆଇ.ଏସ ଉପ ଜିଲ୍ଲାପାଳ ବ୍ରହ୍ମପୁରଙ୍କୁ ପୁଷ୍ପତୋଡା ପ୍ରଦାନ କରି ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଆଜିର ଏହି କାର୍ଯ୍ୟକର୍ମରେ ଉପ ସଭାବପତି ଶ୍ରୀ ସୁର୍ଯ୍ୟକାନ୍ତ ପାତ୍ର, ସାଧାରଣ ସମ୍ପାଦକ ଶ୍ରୀ ସିମାଞ୍ଚଳ ପ୍ରସାଦ ବିଷୋୟୀ, ସମ୍ପାଦକ ଭୀଷ୍କାଚାର୍ଯ୍ୟ ଚୌଧୁରୀ, ପ୍ରକାଶ ଚନ୍ଦ୍ର ପଣ୍ଡା, କୋଷା୍ମକ୍ଷ ପୁର୍ଣ୍ଣଚନ୍ଦ୍ର ମହାରଣା, ବରିଷ୍ଠ କାର୍ଯ୍ୟକରିଣୀ ସଦସ୍ୟ ରବିନ୍ଦ୍ର କୁମାର ମହାରଣା, ଶିଶିର କୁମାର ସାହୁ, ପ୍ରଶାନ୍ତ କୁମାର ମହାପାତ୍ର, ନବୀନ କୁମାର ପଟ୍ଟନାୟକ, ଗୌରୀଶଙ୍କର ଦାସ, ନରସିଂହ ସାହୁ, ନିରଞ୍ଜନ ମହାନ୍ତି, ମନମୋହନ ପରିଛା, ହନକ କୁମାର ସାହୁ, ରବିନ୍ଦ୍ରନାଥ ପ୍ରଧାନ, ଡି. ଆପ୍ପା ରାଓ ଉପଦେଷ୍ଟା ଡା. ଶ୍ରବତ୍ସ ଦଳାଇ ଓ ଶ୍ରୀ ବିଘ୍ନେଶ୍ୱର ପାଢୀ, ଡା. ନକୁଳ ସାହୁ, ଜେ. ସୁଦର୍ଶନ ରାଓ ପ୍ରମୁଖ ଯୋଗ ଦେଇଥିଲେ ।