ଚାନ୍ଦିଲି ଥାନାରେ ନୂତନ ଆଇଆଇସିଙ୍କ ଯୋଗଦାନ

ରାୟଗଡା: ଶିଳ୍ପନଗରୀ ଜେକେପୁର ସ୍ଥିତ ଚାନ୍ଦିଲି ଥାନାରେ ନୂତନ ଆଇଆଇସି ଭାବେ ନିଳାମ୍ବର ଜାରୀ କାର୍ଯ୍ୟରେ ଯୋଗଦାନ କରିଛନ୍ତି । ଦୀର୍ଘଦିନ ଧିରେ ଡିଏସପି ଅରୁପ ଅଭିଶେଖ ବେହେରା ଆଇଆଇସି ଦାୟିତ୍ୱରେ ରହି କାର୍ଯ୍ୟ ତୁଲାଉଥିଲେ ।
ଗତ ୨୧ ତାରିଖ ଦିନ ନିଳାମ୍ବର ଜାନୀ ଚାନ୍ଦିଲି ଥାନାର ଆଇଆଇସି ଭାବେ କାର୍ଯ୍ୟରେ ଯୋଗଦାନ କରିଛନ୍ତି ।
ଜେକେପୁର ଅଂଚଳରେ ଆଇନ ବ୍ୟବସ୍ଥାକୁ କଡାକଡି ଭାବେ ପାଳନ କରାଯିବ ସହ ଶାନ୍ତିଶୃଙ୍ଖଳା ବଜାୟ ରଖିବା ଦିଗରେ କାର୍ଯ୍ୟ କରିବି ବୋଲି ଆଇଆଇସି ଶ୍ରୀଜାନି ପ୍ରକାଶ କରିଛନ୍ତିା

Leave A Reply

Your email address will not be published.

7 − 6 =